୨୩ରୁ ଏକାଦଶ ସେକ୍ରେଟାରିଏଟ୍ ଓପନ୍ ବ୍ୟାଡମିଣ୍ଟନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜ୍ୟ ସେକ୍ରେଟାରିଏଟ୍ ବ୍ୟାଡମିଣ୍ଟନ୍ (ଓଏସଏସବିଏ) ଆନୁକୂଲ୍ୟରେ ପଞ୍ଚମ ନିଖିଳ ଓନିଶା ସରକାରୀ କର୍ମଚାରୀ ବ୍ୟାଡମିଣ୍ଟନ୍ (ଏସଏଓଇଓବିଟି) ଏବଂ ଏକାଦଶ ସେକ୍ରେଟାରିଏଟ୍ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ (ଏସଓବିଟି) ଆସନ୍ତା ଜାନୁଆରୀ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁର ପଟିଆସ୍ଥିତ ଉଦାନ୍ ବ୍ୟାଡମିଣ୍ଟନ୍ ଏକାଡେମୀରେ ଅନୁଷ୍ଠିତ ହେବ। ଉଭୟ ଏସଏଓଇଓବିଟି ଏବଂ ଏସଓବିଟରେ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ, ମହିଳା ସିଙ୍ଗଲ୍ସ ଓ ଡବଲ୍ସ ଏବଂ ଭେଟେରାନ୍ ପୁରୁଷ ଓ ଡବଲ୍ସ ମୁକାବିଲା ଖେଳାଯିବ। […]

badminton

badminton

Ranjit Kumar Jena
  • Published: Monday, 23 December 2019
  • Updated: 23 December 2019, 09:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜ୍ୟ ସେକ୍ରେଟାରିଏଟ୍ ବ୍ୟାଡମିଣ୍ଟନ୍ (ଓଏସଏସବିଏ) ଆନୁକୂଲ୍ୟରେ ପଞ୍ଚମ ନିଖିଳ ଓନିଶା ସରକାରୀ କର୍ମଚାରୀ ବ୍ୟାଡମିଣ୍ଟନ୍ (ଏସଏଓଇଓବିଟି) ଏବଂ ଏକାଦଶ ସେକ୍ରେଟାରିଏଟ୍ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ (ଏସଓବିଟି) ଆସନ୍ତା ଜାନୁଆରୀ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁର ପଟିଆସ୍ଥିତ ଉଦାନ୍ ବ୍ୟାଡମିଣ୍ଟନ୍ ଏକାଡେମୀରେ ଅନୁଷ୍ଠିତ ହେବ।

ଉଭୟ ଏସଏଓଇଓବିଟି ଏବଂ ଏସଓବିଟରେ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ, ମହିଳା ସିଙ୍ଗଲ୍ସ ଓ ଡବଲ୍ସ ଏବଂ ଭେଟେରାନ୍ ପୁରୁଷ ଓ ଡବଲ୍ସ ମୁକାବିଲା ଖେଳାଯିବ। ଏସଏଓଇଓବିଟିରେ ଭାଗ ନେବା ପାଇଁ ଜଣେ ଖେଳାଳି ରାଜ୍ୟ ସରକାର/ କେନ୍ଦ୍ର ସରକାର କିମ୍ବା ପବ୍ଲିକ୍ ସେକ୍ଟର କମ୍ପାନୀ ବା ସିପିଏସୟୁରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ଆବଶ୍ୟକ।

ସେହିପରି ଏସଓବିଟିରେ ଭାଗ ନେବା ପାଇଁ ଜଣେ ଖେଳାଳି ରାଜ୍ୟ ସରକାର/ କେନ୍ଦ୍ର ସରକାର କିମ୍ବା ପବ୍ଲିକ୍ ସେକ୍ଟର କମ୍ପାନୀ ବା ସିପିଏସୟୁରେ ଓଡ଼ିଶା ସେକ୍ରେଟାରିଏଟରେ କାର୍ଯ୍ୟ କରୁଥିଲେ। ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ହେଲେ ଜାନୁଆରୀ ୧୫ ତାରିଖ ସୁଦ୍ଧା ଅନଲାଇନରେ ଆବେଦନ କରିବାକୁ ନିବେଦନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story