ଫିଫା ବିଶ୍ୱକପ: ସଠିକ୍‌ ଭବିଷ୍ୟବାଣୀ କରୁଥିବା ବିଲେଇ ଆଉ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ସଠିକ୍‌ ଭବିଷ୍ୟବାଣୀ କରୁଥିବା ବିଲେଇର ମୃତ୍ୟୁ ଘଟିଛି। ଖବର ଜଣାପଡ଼ିବା ପରେ ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ଏହି ବିଲେଇ । ଏହି ବିଲେଇ ପ୍ରଥମ ୬ଟି ମ୍ୟାଚରେ ସଠିକ୍‌ ଭବିଷ୍ୟବାଣୀ କରିଥିଲା। ଫଳରେ ଚୀନରେ ଏହି ବିଲେଇ ବେଶ୍‌ ଲୋକପ୍ରିୟ ହୋଇଥିଲା। ଟ୍ୱିଟର୍‌ରେ ମଧ୍ୟ ଏହି ବିଲେଇର ଆକାଉଣ୍ଟ ରହିଥିଲା। ଆର୍ଜେଣ୍ଟିନା ଓ ନାଇଜେରିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଥିଲା ଏହି ବିଲେଇର ଶେଷ ମ୍ୟାଚ୍‌। ଏହା […]

cat_755_1530789342_618x347

Rakesh Mallick
  • Published: Thursday, 05 July 2018
  • , Updated: 05 July 2018, 06:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ସଠିକ୍‌ ଭବିଷ୍ୟବାଣୀ କରୁଥିବା ବିଲେଇର ମୃତ୍ୟୁ ଘଟିଛି। ଖବର ଜଣାପଡ଼ିବା ପରେ ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ଏହି ବିଲେଇ ।

ଏହି ବିଲେଇ ପ୍ରଥମ ୬ଟି ମ୍ୟାଚରେ ସଠିକ୍‌ ଭବିଷ୍ୟବାଣୀ କରିଥିଲା। ଫଳରେ ଚୀନରେ ଏହି ବିଲେଇ ବେଶ୍‌ ଲୋକପ୍ରିୟ ହୋଇଥିଲା। ଟ୍ୱିଟର୍‌ରେ ମଧ୍ୟ ଏହି ବିଲେଇର ଆକାଉଣ୍ଟ ରହିଥିଲା। ଆର୍ଜେଣ୍ଟିନା ଓ ନାଇଜେରିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଥିଲା ଏହି ବିଲେଇର ଶେଷ ମ୍ୟାଚ୍‌। ଏହା ପରେ ଏହି ବିଲେଇ ଆଉ ଭବିଷ୍ୟବାଣୀ କରିପାରନଥିଲା। ଏହି ବିଲେଇର ମୃତ୍ୟୁ ପରେ ହଜାର ହଜାର ୟୁଜର୍ସ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ପ୍ରାକଶ କରିଛନ୍ତି।

 

Related story