୬୮ତମ ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ୍ ଆନୁକୂଲ୍ୟରେ ୬୮ତମ ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତା ସ୍ଥାନୀୟ ସପ୍ତମ ବାଟାଲିୟନଠାରେ ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବରେ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସମ୍ପାଦକ ଅମିତାଭ ଠାକୁର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଉପାଧ୍ୟକ୍ଷ ତଥା ପୁଲିସ୍ କମିଶନର ଡା. ସୁଧାଂଶୁ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉପାଧ୍ୟକ୍ଷ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ […]

odisha-police

odisha-police

Ranjit Kumar Jena
  • Published: Monday, 16 December 2019
  • Updated: 16 December 2019, 09:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ୍ ଆନୁକୂଲ୍ୟରେ ୬୮ତମ ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତା ସ୍ଥାନୀୟ ସପ୍ତମ ବାଟାଲିୟନଠାରେ ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବରେ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସମ୍ପାଦକ ଅମିତାଭ ଠାକୁର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଉପାଧ୍ୟକ୍ଷ ତଥା ପୁଲିସ୍ କମିଶନର ଡା. ସୁଧାଂଶୁ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଉପାଧ୍ୟକ୍ଷ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଚଳିତ ମାସ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ୨୩ଟି ଦଳର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି । ମ୍ୟାଚ୍ ଗୁଡ଼ିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ସେହିପରି ବିଭିନ୍ନ ରାଜ୍ୟ ପୁଲିସ୍ ଦଳ ଏବଂ କେନ୍ଦ୍ରୀୟ ପୁଲିସ୍ ଦଳ ପକ୍ଷରୁ ପ୍ରାୟ ୨୦୦ ଜଣ ପ୍ରଶିକ୍ଷକ ଓ ଅଧିକାରୀ ଅଂଶଗ୍ରହଣ କରିଛନ୍ତି।

ପ୍ରଥମ ଦିବସରେ କଳିଙ୍ଗ ଷ୍ଟାଡିୟମରେ ୪ଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି। ପ୍ରଥମ ମ୍ୟାଚ୍ ସଶସ୍ତ୍ର ସୀମାବଳ ଓ ଗୁଜରାଟ ପୁଲିସ୍ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ସଶସ୍ତ୍ର ସୀମାବଳ ୧୦-୦ ଗୋଲରେ ବିଜୟୀ ହୋଇଛି। ସେହିପରି ଦ୍ୱିତୀୟ ମ୍ୟାଚରେ ଛତିଶଗଡ଼ ପୁଲିସ୍ ୪-୨ ଗୋଲରେ ମଧ୍ୟପ୍ରଦେଶ ପୁଲିସକୁ ହରାଇଥିବା ବେଳେ ତୃତୀୟ ମ୍ୟାଚରେ ତାମିଲନାଡୁ ପୁଲିସ୍ ୩-୨ ଗୋଲରେ ମଣିପୁର ପୁଲିସକୁ ଏବଂ ଚତୁର୍ଥ ମୁକାବିଲାରେ ଉତ୍ତରାଖଣ୍ଡ ପୁଲିସ୍ ୬-୦ ଗୋଲରେ ରାଜସ୍ଥାନ ପୁଲିସକୁ ହରାଇଛି।

ଆଜି ଖେଳାଯାଇଥିବା ମ୍ୟାଚଗୁଡ଼ିକୁ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି ଡା. ସତ୍ୟଜିତ୍ ମହାନ୍ତି ଓ ପୁଲିସ୍ କମିଶନର ଡା. ସୁଧାଂଶୁ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଦିଗବିଜୟ ନାୟକ ପ୍ରତିଯୋଗିତାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story