ଇଷ୍ଟବର୍ଣ୍ଣ: ଟପ୍ ସିଡ୍ ଯୋଡ଼ି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସଙ୍କୁ ଲାଗିଛି ଧକ୍କା। ଏଠାରେ ଚାଲିଥିବା ଡବ୍ଲୁଟିଏ ଏଗନ୍ ଅନ୍ତର୍ଜାତୀୟର ସେମି ଫାଇନାଲରେ ହାରି ଯାଇଛନ୍ତି ସେମାନେ। କାରୋଲାଇନ ଗାରସିଆ ଓ କାଟାରିନା ସ୍ରବୋଟନିକଙ୍କ ଠାରୁ ଏହି ଯୋଡ଼ି ହାରି ଯାଇଛନ୍ତି। ଚତୁର୍ଥ ସିଡର ଏହି ଫ୍ରାନ୍ସ-ସ୍ଲୋଭାକ୍ ଯୋଡ଼ିଙ୍କ ଠାରୁ ସାନିଆ-ହିଙ୍ଗିସ୍ ଯୋଡ଼ି ୫-୭, ୪-୬ ରେ ପରାସ୍ତ ହୋଇଛନ୍ତି। ଏହି ମ୍ୟାଚକୁ ଜିତିବା ପାଇଁ ସାନିଆ ଓ ହିଙ୍ଗିସ୍ ଅନେକ ସୁଯୋଗ ପାଇଥିଲେ। କିନ୍ତୁ ଏହି ଯୋଡ଼ି ସୁଯୋଗର ସଠିକ୍ ଉପଯୋଗ କରି ପାରିଲେ ନାହିଁ।
ଚେକ୍-ଡଚ୍ ଯୋଡ଼ି କାରୋଲିନା ପିଲିସ୍କୋଭା ଓ ମିଚେଲା କ୍ରାଜିସେକ ଯୋଡ଼ିକୁ ୬-୦, ୬-୨ରେ ହରାଇ ସାନିଆ ଓ ହିଙ୍ଗିସ୍ ଯୋଡ଼ି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି କ୍ୱାର୍ଟର ଫାଇନାଲରେ ଏହି ଟପ୍ ଯୋଡ଼ି ତାଇପେଇ-ଇଟାଲୀ ଯୋଡ଼ି ହାଓ-ଚିଙ୍ଗ୍ ଚାନ୍ ଓ ଫ୍ଲାଭିଆ ପେନ୍ନେଟାଙ୍କୁ ମଧ୍ୟ ହରାଇ ସେମାନେ ସେମି ଫାଇନାଲରେ ପ୍ରବେଶ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ନକଲି ଡାକ୍ତରଙ୍କ ମେଳି: ଭବ୍ୟ ଉଦଘାଟନର ଦିନକ ପରେ ସିଲ୍ ହେଲା ହସ୍ପିଟାଲ
ଦିନକ ତଳେ ବିରାଟକାୟ ହସ୍ପିଟାଲକୁ ବେଶ ଭବ୍ୟ ଢଙ୍ଗରେ ଉଦଘାଟନ କରାଯାଇଥିଲା। ହେଲେ ଦିନକ ପରେ ନକଲି ଡାକ୍ତରମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି।
Guest Column
ସ୍ୱାଧୀନତାର ୭୫ ବର୍ଷ ପରେ ନୂଆ ଚିନ୍ତନର ଆବଶ୍ୟକତା
କେନ୍ଦ୍ରରେ କ୍ଷମତାସୀନ ବିଜେପି ରାଷ୍ଟ୍ରବାଦ ଏବଂ ଗୋଟିଏ ଦେଶ ଓ ନିର୍ବାଚନ କଥା କହୁଥିଲେ ମଧ୍ୟ ପ୍ରତ୍ୟେକ ଅଞ୍ଚଳର ଭାବନା ଓ ନିଜସ୍ୱ ପରିଚୟ ପାଇଁ ରହିଥିବା ଚେତନା ବିଷୟରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି। ସେଥିପାଇଁ ଓଡ଼ିଶାରେ ଗତ ନିର୍ବାଚନରେ ରାଜ୍ୟରେ ଗୋଟିଏ ଆଞ୍ଚଳିକ ଦଳ କ୍ଷମତାସୀନ ଥିଲେ ମଧ୍ୟ ତାହା ବିରୋଧରେ ଓଡ଼ିଆ ଅସ୍ମିତାର ସ୍ଳୋଗାନ ଦିଆଯାଇ ସେହି ଦଳକୁ କ୍ଷମତାଚ୍ୟୁତ କରାଗଲା।
National
କୋର୍ଟଙ୍କ ବଡ଼ ରାୟ: ଶରୀରକୁ ନେଇ ସ୍ୱାମୀଙ୍କ ସମ୍ପର୍କୀୟ ଆକ୍ଷେପ କରିବା ଘରୋଇ ହିଂସା
ସ୍ୱାମୀଙ୍କ ସମ୍ପର୍କୀୟମାନେ ଯଦି ଜଣେ ମହିଳାଙ୍କ ଶରୀର ଓ ବେଶଭୂଷାକୁ ନେଇ ଆକ୍ଷେପ କରିବେ, ତା’ହେଲେ ଏହାକୁ ଘରୋଇ ହିଂସା ଭାବେ ବିବେଚନା କରାଯିବ।
Politics
ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ନିର୍ବାଚନ ଆୟୋଗ
ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବା ଅଭିଯୋଗ ପେରେ କାର୍ଯ୍ୟାନୁଷ୍ଠାନ।
Crime
କାଫେ ଭିତରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ଅଭିଯୁକ୍ତମାନେ ଘଟଣା ବେଳର ଦୃଶ୍ୟକୁ ରେକର୍ଡ କରିଥିଲେ ଓ ଭିଡିଓ ବଦଳରେ ପୀଡ଼ିତାଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥିଲେ।