ତୃତୀୟ ଟେଷ୍ଟରୁ ଓହରିଲେ ମର୍କରାମ୍

ରାଞ୍ଚି: ଶନିବାରଠାରୁ ରାଞ୍ଚିରେ ଆରମ୍ଭ ହେବାକୁଥିବା ତୃତୀୟ ଟେଷ୍ଟ ପୂର୍ବରୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଲାଗିଛି। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଆଇଡେନ୍ ମର୍କରାମ ଆହତ କାରଣରୁ ତୃତୀୟ ତଥା ଅନ୍ତିମ ଟେଷ୍ଟରୁ ଓହରିଯାଇଛନ୍ତି। ତେବେ ତାଙ୍କ ସ୍ଥାନରେ କୌଣସି ବଦଳ ଖେଳାଳିଙ୍କୁ ସାମିଲ କରାଯାଇନାହିଁ। ମର୍କରାମ ନିଜ ଭୁଲ ପାଇଁ ହିଁ ଆହତ ହୋଇଛନ୍ତି। ପୁଣେରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଡ୍ରେସିଂ ରୁମକୁ ଫେରୁଥିବା ସମୟରେ ନିରାଶ ହୋଇ ମର୍କରାମ ଏକ ଶକ୍ତି ଜିନିଷକୁ […]

aiden

aiden

Ranjit Kumar Jena
  • Published: Thursday, 17 October 2019
  • Updated: 17 October 2019, 06:39 PM IST

Sports

Latest News

ରାଞ୍ଚି: ଶନିବାରଠାରୁ ରାଞ୍ଚିରେ ଆରମ୍ଭ ହେବାକୁଥିବା ତୃତୀୟ ଟେଷ୍ଟ ପୂର୍ବରୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଲାଗିଛି। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଆଇଡେନ୍ ମର୍କରାମ ଆହତ କାରଣରୁ ତୃତୀୟ ତଥା ଅନ୍ତିମ ଟେଷ୍ଟରୁ ଓହରିଯାଇଛନ୍ତି। ତେବେ ତାଙ୍କ ସ୍ଥାନରେ କୌଣସି ବଦଳ ଖେଳାଳିଙ୍କୁ ସାମିଲ କରାଯାଇନାହିଁ।

ମର୍କରାମ ନିଜ ଭୁଲ ପାଇଁ ହିଁ ଆହତ ହୋଇଛନ୍ତି। ପୁଣେରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଡ୍ରେସିଂ ରୁମକୁ ଫେରୁଥିବା ସମୟରେ ନିରାଶ ହୋଇ ମର୍କରାମ ଏକ ଶକ୍ତି ଜିନିଷକୁ ମୁଥ ମାରିଥିଲେ, ଯେଉଁକାରଣରୁ ତାଙ୍କ ରିଷ୍ଟରେ ଶକ୍ତ ଆଘାତ ଲାଗିଥିଲା। ମର୍କରାମ ଭାଇଜାଗ ଟେଷ୍ଟରେ ଯଥାକ୍ରମେ ୫ ଓ ୩୯ ରନ୍ କରିଥିଲେ। ସେହିପରି ପୁଣେ ଟେଷ୍ଟର ଉଭୟ ଇନିଂସରେ ସେ ଖାତା ଖୋଲିପାରି ନଥିଲେ। ତାଙ୍କ ଆହତକୁ ନେଇ ଦକ୍ଷିଣ ଆଫ୍ରିକା ଟିମ୍ ଡାକ୍ତର ହଶେନ୍ଦ୍ର ରାମଜୀ କହିଛନ୍ତି, ମର୍କରାମଙ୍କ ରିଷ୍ଟରେ ଫ୍ରାକଚର୍ ହୋଇଛି ଏବଂ ସେ ରାଞ୍ଚି ଟେଷ୍ଟରେ ଖେଳିପାରିବେ ନାହିଁ।

ସେହିପରି ଖୋଦ୍ ମର୍କରାମ କହିଛନ୍ତି, "ଏପରି ସ୍ୱଦେଶ ଫେରିବା ନିଶ୍ଚିତ ଭାବେ ଦୁଃଖଦାୟକ। ମୁଁ କ'ଣ ଭୁଲ କରିଛି, ତାହା ଭଲ ଭାବେ ବୁଝିପାରିଛି। ଏସବୁ ପାଇଁ ମୁଁ ହିଁ ଦାୟୀ ଏବଂ ଏଥିପାଇଁ ମୁଁ ପ୍ରଶଂସକଙ୍କୁ କ୍ଷମା ମାଗୁଛି। ମୁଁ ଏଥିରୁ ବହୁତ କିଛି ଶିଖିବାକୁ ପାଇଲି ଏବଂ ଅନ୍ୟ ଖେଳାଳିମାନେ ମଧ୍ୟ ଏଥିରୁ ନିଶ୍ଚୟ ଶିକ୍ଷା ନେବେ। ଆମେ ଜାଣିଛୁ ଯେ ଖେଳ ଭାବନା ବହୁତ ଅଧିକ ଏବଂ ବେଳେ ବେଳେ ରାଗ ଆମ ଉପରେ ଭାରୀ ପଡ଼ିଥାଏ, ଯାହାର ଫଳ ଆମକୁ ହିଁ ଭୋଗିବାକୁ ପଡ଼ିଥାଏ। ମୁଁ ମଧ୍ୟ ନିଜ ରାଗର ଶିକାର ହେଲି। ଏଥିପାଇଁ ମୁଁ ମୋ ଟିମକୁ କ୍ଷମା ମାଗୁଛି ଏବଂ ଏହାର ଭରଣ ତୁରନ୍ତ କରିବି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story