ଯାଜପୁରରେ ସର୍ବଭାରତୀୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଉଦଯାପିତ

ଯାଜପୁର (ଗୁଲାମ ଗସ) ଯାଜପୁର ଜିଲ୍ଲା ଛତିଆ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ଖେଳ ପଡିଆରେ ଚାଲିଥିବା ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଅନୁଷ୍ଠିତ ପୁରୁଷ ବିଭାଗ ଫାଇନାଲରେ କେନ୍ଦୁଝର ୧୬-୧୨ରେ ଝାରଖଣ୍ଡକୁ ହରାଇ ଚାମ୍ପିୟନ୍ ହୋଇଛି। ମହିଳା ବିଭାଗରେ ଆନ୍ଧ୍ର ପ୍ରଦେଶ ୨୧-୧୨ ପଏଣ୍ଟରେ ଜଗତସିଂହପୁରକୁ ହରାଇ ଟାଇଟଲ୍ ହାତେଇଛି। ଉଦଯାପନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ୍ ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ […]

handball

handball

Ranjit Kumar Jena
  • Published: Saturday, 12 October 2019
  • Updated: 13 October 2019, 08:57 AM IST

Sports

Latest News

ଯାଜପୁର (ଗୁଲାମ ଗସ) ଯାଜପୁର ଜିଲ୍ଲା ଛତିଆ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ଖେଳ ପଡିଆରେ ଚାଲିଥିବା ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଅନୁଷ୍ଠିତ ପୁରୁଷ ବିଭାଗ ଫାଇନାଲରେ କେନ୍ଦୁଝର ୧୬-୧୨ରେ ଝାରଖଣ୍ଡକୁ ହରାଇ ଚାମ୍ପିୟନ୍ ହୋଇଛି।

ମହିଳା ବିଭାଗରେ ଆନ୍ଧ୍ର ପ୍ରଦେଶ ୨୧-୧୨ ପଏଣ୍ଟରେ ଜଗତସିଂହପୁରକୁ ହରାଇ ଟାଇଟଲ୍ ହାତେଇଛି। ଉଦଯାପନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ୍ ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ଗ୍ରାମଞ୍ଚଳରେ ଏଭଳି ସର୍ବଭାରତୀୟ ପ୍ରତିଯୋଗିତାର ଆୟୋଜନକୁ ପ୍ରଶଂସା କରିଥିଲେ। ଗୁରୁବାର ଉଦଘାଟିତ ହୋଇଥିବା ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୬ରୁ ଅଧିକ ମହିଳା ଓ ପୁରୁଷ ଟିମ୍ ଭାଗ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story