୧୦୦ତମ ଟି-୨୦ ମ୍ୟାଚ୍ ଖେଳିଲେ ହିଲି

ସିଡନୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ଅନ୍ୟତମ ମହାନ୍ ଖେଳାଳି ଆଲିସା ହିଲି ସୋମବାର ନିଜର ୧୦୦ତମ ଟି-୨୦ ମ୍ୟାଚ୍ ଖେଳି ନୂଆ କୀର୍ତ୍ତିମାନ କରିଛନ୍ତି। ସେ ବିଶ୍ୱର ନବମ ମହିଳା ଖେଳାଳି ଭାବେ ଏହି ମାଇଖଲୁଣ୍ଡ ହାସଲ କରିଛନ୍ତି। ୨୯ ବର୍ଷୀୟା ଏହି ୱିକେଟକିପର-ବ୍ୟାଟ୍ସଓମ୍ୟାନ୍ ଦ୍ୱିତୀୟ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଏହି ଉପଲବ୍ଧି ଅର୍ଜନ କରିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆର ଏଲିସ୍ ପେରୀ ୧୦୦ ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି। ସୋମବାର ନର୍ଥ ସିଡନୀ ଓଭାଲଠାରେ ଶ୍ରୀଲଙ୍କା ବିପକ୍ଷ […]

healy

healy

Ranjit Kumar Jena
  • Published: Monday, 30 September 2019
  • Updated: 30 September 2019, 08:07 PM IST

Sports

Latest News

ସିଡନୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ଅନ୍ୟତମ ମହାନ୍ ଖେଳାଳି ଆଲିସା ହିଲି ସୋମବାର ନିଜର ୧୦୦ତମ ଟି-୨୦ ମ୍ୟାଚ୍ ଖେଳି ନୂଆ କୀର୍ତ୍ତିମାନ କରିଛନ୍ତି। ସେ ବିଶ୍ୱର ନବମ ମହିଳା ଖେଳାଳି ଭାବେ ଏହି ମାଇଖଲୁଣ୍ଡ ହାସଲ କରିଛନ୍ତି।

୨୯ ବର୍ଷୀୟା ଏହି ୱିକେଟକିପର-ବ୍ୟାଟ୍ସଓମ୍ୟାନ୍ ଦ୍ୱିତୀୟ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଏହି ଉପଲବ୍ଧି ଅର୍ଜନ କରିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆର ଏଲିସ୍ ପେରୀ ୧୦୦ ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି। ସୋମବାର ନର୍ଥ ସିଡନୀ ଓଭାଲଠାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ହିଲି ନିଜର ୧୦୦ତମ ଟି-୨୦ ମୁକାବିଲା ଖେଳିଛନ୍ତି। ଗତବର୍ଷ ଡିସେମ୍ବରରେ ହିଲିଙ୍କୁ ଆଇସିସି ପକ୍ଷରୁ ଶ୍ରେଷ୍ଠ ଟି-୨୦ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।

୨୦୧୭ରେ ଦିନିକିଆ ବିଶ୍ୱକପ୍ ପରଠାରୁ ସେ ସୀମିତ ଓଭର କ୍ରିକେଟରେ ପ୍ରଚୁର ରନ୍ କରିଛନ୍ତି। ସେ ମଧ୍ୟ ଆଇସିସି ଟି-୨୦ ବିଶ୍ୱକପର ଗତ ସଂସ୍କରଣରେ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ। ହିଲି ୨୦୧୦, ଫେବୃଆରୀ ମାସରେ ମାତ୍ର ୧୯ ବର୍ଷ ବୟସରେ ଟି-୨୦ ପଦାର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story