ଅମିତ୍ ଆଣିଲେ ଗୌରବ; ବକ୍ସିଂରେ ଭାରତକୁ ସ୍ୱର୍ଣ୍ଣ

ଜାକର୍ତ୍ତା: ଏସିଆନ୍ ଗେମ୍‌ସରେ ଆଜି ଭାରତକୁ ବକ୍ସିଂରେ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୪୯ କେଜି ବର୍ଗରେ ଭାରତ ପାଇଁ ଏହି ଗୌରବ ଆଣିଛନ୍ତି ଅମିତ୍ ପଙ୍ଘଲ। ଅମିତ ଉଜ୍‌ବେକିସ୍ତାନର ଅଲମ୍ପିକ୍ ଚାମ୍ପିଅନ୍ ହାସନବୟ ଦୁସ୍‌ମାତୋଭ୍‌ଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୪ରେ ପହଞ୍ଚି ଯାଇଥିବା ବେଳେ ମୋଟ ପଦକ ସଂଖ୍ୟା ୬୬ରେ ପହଞ୍ଚିଛି।

amit

Jitendra Garnayak
  • Published: Saturday, 01 September 2018
  • , Updated: 01 September 2018, 08:32 AM IST

ଜାକର୍ତ୍ତା: ଏସିଆନ୍ ଗେମ୍‌ସରେ ଆଜି ଭାରତକୁ ବକ୍ସିଂରେ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୪୯ କେଜି ବର୍ଗରେ ଭାରତ ପାଇଁ ଏହି ଗୌରବ ଆଣିଛନ୍ତି ଅମିତ୍ ପଙ୍ଘଲ।

ଅମିତ ଉଜ୍‌ବେକିସ୍ତାନର ଅଲମ୍ପିକ୍ ଚାମ୍ପିଅନ୍ ହାସନବୟ ଦୁସ୍‌ମାତୋଭ୍‌ଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଏହା ସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୪ରେ ପହଞ୍ଚି ଯାଇଥିବା ବେଳେ ମୋଟ ପଦକ ସଂଖ୍ୟା ୬୬ରେ ପହଞ୍ଚିଛି।

Related story