ଏସିଆ କପ୍ ହକି ଚାମ୍ପିୟନସିପ୍‌: ପାକିସ୍ତାନକୁ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ଏସିଆ କପ୍ ହକି ଚାମ୍ପିୟନସିପ୍‌ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କଲା ଭାରତ। ୩-୧ ଗୋଲରେ ପାକିସ୍ତାନକୁ ହରାଇ ଟିମ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ଲଗାତାର ତୃତୀୟ ବିଜୟ ହାସଲ କରିଛି। ଢାକାରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଚିଙ୍ଗଲଲେନ୍ ସାନା ଭାରତ  ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ।  ଏହା ପରେ ରମନଦୀପ ସିଂ ଦ୍ୱିତୀୟ ଓ ହରମନପ୍ରୀତ ସିଂ ତୃତୀୟ ଗୋଲ୍ ସ୍କୋର […]

hockey

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 08:32 PM IST

ନୂଆଦିଲ୍ଲୀ: ଏସିଆ କପ୍ ହକି ଚାମ୍ପିୟନସିପ୍‌ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କଲା ଭାରତ। ୩-୧ ଗୋଲରେ ପାକିସ୍ତାନକୁ ହରାଇ ଟିମ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ଲଗାତାର ତୃତୀୟ ବିଜୟ ହାସଲ କରିଛି। ଢାକାରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଚିଙ୍ଗଲଲେନ୍ ସାନା ଭାରତ  ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ।  ଏହା ପରେ ରମନଦୀପ ସିଂ ଦ୍ୱିତୀୟ ଓ ହରମନପ୍ରୀତ ସିଂ ତୃତୀୟ ଗୋଲ୍ ସ୍କୋର କରିଥିଲେ।  ଭାରତ ପ୍ରଥମ ମ୍ୟାଚରେ ଜାପାନ ଏବଂ ଦ୍ୱିତୀୟ ମୁକାବିଲାରେ ଆୟୋଜକ ବାଂଲାଦେଶକୁ ପରାସ୍ତ କରିଥିଲା।

 

 

Related story