ଏସିଆ କପ୍‌: ଧୋନି ଆହତ, ପାର୍ଥିବ ପଟେଲଙ୍କୁ ଡକରା

ଢାକା: ସୋମବାର ଦିନ ଅଭ୍ୟାସ ବେଳେ ମାସଂପେଶୀ ଟାଣି ହୋଇଯିବା ଫଳରେ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବାଂଲାଦେଶ ବିରୁଦ୍ଧରେ ଏସିଆ କପ୍ ଟ୍ୱେଣ୍ଟି-ଟ୍ୱେଣ୍ଟିର ପ୍ରଥମ ମ୍ୟାଚ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଧୋନିଙ୍କ ଆଘାତ କେତେ ଗୁରୁତର  ଜଣା ପଡିନାହିଁ। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କ ସ୍ଥାନରେ ୱିକେଟ କିପର-ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କୁ ବାଂଲାଦେଶ ପଠାଯାଇଛି ବୋଲି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ପଟେଲ ଖୁବ ଶୀଘ୍ର ବାଂଲାଦେଶ ଯାଇ ଟିମ୍ […]

ms-dhoni

Rakesh Mallick
  • Published: Monday, 22 February 2016
  • , Updated: 22 February 2016, 03:13 PM IST

ଢାକା: ସୋମବାର ଦିନ ଅଭ୍ୟାସ ବେଳେ ମାସଂପେଶୀ ଟାଣି ହୋଇଯିବା ଫଳରେ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବାଂଲାଦେଶ ବିରୁଦ୍ଧରେ ଏସିଆ କପ୍ ଟ୍ୱେଣ୍ଟି-ଟ୍ୱେଣ୍ଟିର ପ୍ରଥମ ମ୍ୟାଚ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଧୋନିଙ୍କ ଆଘାତ କେତେ ଗୁରୁତର  ଜଣା ପଡିନାହିଁ। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କ ସ୍ଥାନରେ ୱିକେଟ କିପର-ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କୁ ବାଂଲାଦେଶ ପଠାଯାଇଛି ବୋଲି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ପଟେଲ ଖୁବ ଶୀଘ୍ର ବାଂଲାଦେଶ ଯାଇ ଟିମ୍ ସହିତ ଯୋଗଦାନ କରିବେ ବୋଲି କହିଛନ୍ତି ବୋର୍ଡ ସଚିବ ଅନୁରାଗ ଠାକୁର।

ଏଣେ ପ୍ରଥମ ଦିନ ଅଭ୍ୟାସରେ ଯୁବ ପେସର ଜସପ୍ରିତ ବୁମ୍‌ରା ଯୋଗ ଦେଇ ନାହାନ୍ତି।

Related story