ଟିକେଟ୍‌ ବିକ୍ରିକୁ ନେଇ କ୍ରୀଡାପ୍ରେମୀ ଅସନ୍ତୋଷ: ଷ୍ଟାଡିୟମ ଫାଙ୍କା ରହୁଥିବା ବେଳେ ଟିକେଟ୍‌ ଓ ପାସ୍‌ ନେଲା କିଏ?  

ଭୁବନେଶ୍ୱର:ଏସିଆନ ଆଥଲେଟିକ୍‌ ଚାମ୍ପିୟନସିପ୍‌ର ଖେଳ ଦେଖିବାକୁ ଟିକେଟ ନ ମିଳିବା ନେଇ କ୍ରିଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗୋଟିଏ ପଟେ ଅନଲାଇନ ଟିକେଟ ବିକ୍ରି ସରଯାଇଥିବା ସୂଚନା ପାଇ ଦର୍ଶକ ନିରାଶ ହେଉଥିବା ବେଳେ ଅନ୍ୟପଟେ ଷ୍ଟାଡିୟମରେ ସିଟ ପୁରଣ ହେଉନଥିବା ଚର୍ଚ୍ଚା ହେଉଛି। ଏନେଇ କ୍ରିଡାପ୍ରେମୀ  ଟିକେଟ୍ କାଉଣ୍ଟର ଆଗରେ ଧାରଣାରେ ବସିବା ଘଟଣା ସମ୍ନାକୁ ଆସିଛି। ଏହାସହ ଆୟୋଜକଙ୍କୁ ଅଙ୍ଗୁଳି ଉଠାଇଛନ୍ତି କ୍ରୀଡାପ୍ରେମୀ ଦର୍ଶକ। ଅଧିକାରୀମାନେ ପାସ୍‌ ଗୁଡିକୁ ନିଜ ନିଜ ଭିତରେ ବାଣ୍ଟି […]

aaa

Rakesh Mallick
  • Published: Saturday, 08 July 2017
  • , Updated: 08 July 2017, 07:18 PM IST

ଭୁବନେଶ୍ୱର:ଏସିଆନ ଆଥଲେଟିକ୍‌ ଚାମ୍ପିୟନସିପ୍‌ର ଖେଳ ଦେଖିବାକୁ ଟିକେଟ ନ ମିଳିବା ନେଇ କ୍ରିଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗୋଟିଏ ପଟେ ଅନଲାଇନ ଟିକେଟ ବିକ୍ରି ସରଯାଇଥିବା ସୂଚନା ପାଇ ଦର୍ଶକ ନିରାଶ ହେଉଥିବା ବେଳେ ଅନ୍ୟପଟେ ଷ୍ଟାଡିୟମରେ ସିଟ ପୁରଣ ହେଉନଥିବା ଚର୍ଚ୍ଚା ହେଉଛି। ଏନେଇ କ୍ରିଡାପ୍ରେମୀ  ଟିକେଟ୍ କାଉଣ୍ଟର ଆଗରେ ଧାରଣାରେ ବସିବା ଘଟଣା ସମ୍ନାକୁ ଆସିଛି। ଏହାସହ ଆୟୋଜକଙ୍କୁ ଅଙ୍ଗୁଳି ଉଠାଇଛନ୍ତି କ୍ରୀଡାପ୍ରେମୀ ଦର୍ଶକ। ଅଧିକାରୀମାନେ ପାସ୍‌ ଗୁଡିକୁ ନିଜ ନିଜ ଭିତରେ ବାଣ୍ଟି ନେଇଯାଇଥିବା ଅଭିଯୋଗ ଆସିଛି।

Related story