ଏସିଆନ ଗ୍ରାଁ ପିରେ ଶ୍ରାବଣୀଙ୍କୁ ମିଳିଲା ପୁଣି ବ୍ରୋଞ୍ଜ ପଦକ

ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡରେ ଶେଷ ହୋଇଥିବା ଏସିଆନ  ଗ୍ରାଁ ପିର ତୃତୀୟ ଲେଗରେ ଓଡ଼ିଆ ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦଙ୍କୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ବ୍ୟକ୍ତିଗତ ଇଭେଣ୍ଟରେ ନୁହେଁ ଦଳଗତ ଇଭେଣ୍ଟରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ଶ୍ରାବଣୀ। ୪ଗୁଣା ଶହେ ରିଲେରେସ ଇଭେଣ୍ଟରେ ଭାରତୀୟ ଦଳକୁ ବ୍ରୋଞ୍ଜ ପଦକ ମିଳିଛି। ଏହା ପୂର୍ବରୁ ଶହେ ମିଟର ଦୌଡରେ ୨ଟି ବ୍ରୋଞ୍ଜ ପଦକ ଜିଣିଥିବାବେଳେ ରିଲେ ରେସରେ ମଧ୍ୟ ଗୋଟିଏ ବ୍ରୋଞ୍ଜ ପଦକ ଜିଣିଥିଲେ। ଏସିଆନ ଗ୍ରାଁ […]

shravanee

shravanee

Rakesh Mallick
  • Published: Tuesday, 30 June 2015
  • Updated: 30 June 2015, 02:55 AM IST

Sports

Latest News

ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡରେ ଶେଷ ହୋଇଥିବା ଏସିଆନ  ଗ୍ରାଁ ପିର ତୃତୀୟ ଲେଗରେ ଓଡ଼ିଆ ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦଙ୍କୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ବ୍ୟକ୍ତିଗତ ଇଭେଣ୍ଟରେ ନୁହେଁ ଦଳଗତ ଇଭେଣ୍ଟରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ଶ୍ରାବଣୀ। ୪ଗୁଣା ଶହେ ରିଲେରେସ ଇଭେଣ୍ଟରେ ଭାରତୀୟ ଦଳକୁ ବ୍ରୋଞ୍ଜ ପଦକ ମିଳିଛି। ଏହା ପୂର୍ବରୁ ଶହେ ମିଟର ଦୌଡରେ ୨ଟି ବ୍ରୋଞ୍ଜ ପଦକ ଜିଣିଥିବାବେଳେ ରିଲେ ରେସରେ ମଧ୍ୟ ଗୋଟିଏ ବ୍ରୋଞ୍ଜ ପଦକ ଜିଣିଥିଲେ। ଏସିଆନ ଗ୍ରାଁ ପିରେ ଶ୍ରାବଣୀଙ୍କୁ ମୋଟ ୪ଟି ବ୍ରୋଞ୍ଜ ପଦକ ମିଳିଥିବା ବେଳେ ଅମିୟ ମଲ୍ଲିକଙ୍କୁ ୧ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story