ଅଶ୍ୱିନ ଏବଂ ଜାଡେଜାଙ୍କୁ ବିଶ୍ରାମ: ଖେଳିବେନି ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ

ମୁମ୍ବାଇ: ଜାନୁଆରୀ ୨୬ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରୁ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କୁ ବାଦ ଦିଆଯାଇଛି। ଏ ନେଇ ବିସିସିଆଇ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଉଭୟଙ୍କୁ ବିଶ୍ରାମ ଦିଆଯିବା ପାଇଁ ଟି-୨୦ ଟିମ୍‌ରେ ନିଆଯାଇ ନ ଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଏମାନଙ୍କ ସ୍ଥାନରେ ଅଫ୍‌ ସ୍ପିନର ଅମିତ ମିଶ୍ରା ଏବଂ ପରଭେଜ ରାସୋଲଙ୍କୁ ଦଳରେ ସାମିଲ କରାଯାଇଛି।

ravichandran-jadeja

Rakesh Mallick
  • Published: Monday, 23 January 2017
  • , Updated: 23 January 2017, 03:22 PM IST

ମୁମ୍ବାଇ: ଜାନୁଆରୀ ୨୬ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରୁ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କୁ ବାଦ ଦିଆଯାଇଛି। ଏ ନେଇ ବିସିସିଆଇ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଉଭୟଙ୍କୁ ବିଶ୍ରାମ ଦିଆଯିବା ପାଇଁ ଟି-୨୦ ଟିମ୍‌ରେ ନିଆଯାଇ ନ ଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

ଏମାନଙ୍କ ସ୍ଥାନରେ ଅଫ୍‌ ସ୍ପିନର ଅମିତ ମିଶ୍ରା ଏବଂ ପରଭେଜ ରାସୋଲଙ୍କୁ ଦଳରେ ସାମିଲ କରାଯାଇଛି।

Related story