୧୦ ହଜାର ମିଟର ରେସ ୱାକ୍‌ରେ ଭାରତକୁ ଐତିହାସିକ ରୌପ୍ୟ ପଦକ

ନାଇରୋବି: ଏଠାରେ ଚାଲିଥିବା ଅଣ୍ଡର ୨୦ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତକୁ ଆଉ ଗୋଟିଏ ପଦକ ମିଳିଛି। ଆଜି ୧୦ ହଜାର ମିଟର ରେସ୍‌ ୱାକ୍‌ରେ ଭାରତର ଅମିତ ଐତିହାସିକ ରୌପ୍ୟ ପଦକ ଜିତିଛନ୍ତି। ସେ ଏହି ରେସ୍‌କୁ ୪୨ ମିନିଟ ୧୭.୯୪ ସେକେଣ୍ଡରେ ଶେଷ କରି ଏହି ସଫଳତା ହାସଲ କରିଛନ୍ତି। ବିଶ୍ୱ ଆଥଲେଟିକ୍ସର କୌଣସି ରେସ୍‌ ୱାକ୍‌ରେ ଭାରତର ଏହା ପ୍ରଥମ ପଦକ। ୧୦ ହଜାର ମିଟର ରେସ୍‌ ୱାକ୍‌ରେ କେନିୟାର ହେରିଷ୍ଟୋନ ୱାନୟୋନିୟ […]

amit

amit

Hemant Lenka
  • Published: Saturday, 21 August 2021
  • Updated: 21 August 2021, 04:34 PM IST

Sports

Latest News

ନାଇରୋବି: ଏଠାରେ ଚାଲିଥିବା ଅଣ୍ଡର ୨୦ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତକୁ ଆଉ ଗୋଟିଏ ପଦକ ମିଳିଛି। ଆଜି ୧୦ ହଜାର ମିଟର ରେସ୍‌ ୱାକ୍‌ରେ ଭାରତର ଅମିତ ଐତିହାସିକ ରୌପ୍ୟ ପଦକ ଜିତିଛନ୍ତି। ସେ ଏହି ରେସ୍‌କୁ ୪୨ ମିନିଟ ୧୭.୯୪ ସେକେଣ୍ଡରେ ଶେଷ କରି ଏହି ସଫଳତା ହାସଲ କରିଛନ୍ତି। ବିଶ୍ୱ ଆଥଲେଟିକ୍ସର କୌଣସି ରେସ୍‌ ୱାକ୍‌ରେ ଭାରତର ଏହା ପ୍ରଥମ ପଦକ।

୧୦ ହଜାର ମିଟର ରେସ୍‌ ୱାକ୍‌ରେ କେନିୟାର ହେରିଷ୍ଟୋନ ୱାନୟୋନିୟ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସ୍ପେନର ପଲ ମ୍ୟାଗ୍ରାଥ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଉଭୟଙ୍କ ଟାଇମିଂ ଯଥାକ୍ରମେ ୪୨ ମିନିଟ ୧୦.୮୪ ସେକେଣ୍ଡ ଓ ୪୨ ମିନିଟ ୨୬.୧୧ ସେକେଣ୍ଡ ରହିଥିଲା।

୧୭ ବର୍ଷୀୟ ଅମିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ କେବଳ ରୌପ୍ୟ ପଦକ ଜିତି ନାହାନ୍ତି ବରଂ ୧୦ କିମି ରେସ୍‌ ୱାକରେ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତ ବର୍ଷ ଅମିତ ଯେତେବେଳେ ୧୮ତମ ନ୍ୟାଶନାଲ ଫେଡରେସନ କପ୍‌ ଟାଇଟଲ ଜିତି ଥିଲେ ତାଙ୍କ ଟାଇମିଂ ଥିବା ୪୦ ମିନିଟ ୪୦.୯୭ ସେକେଣ୍ଡ ଥିଲା।

କିନ୍ତୁ ସେ ଏହାଠାରୁ ଭଲ ପ୍ରଦର୍ଶନ କରି ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଛନ୍ତି। ପଦକ ଜିତିବା ପରେ ଅମିତ କହିଛନ୍ତି, ଏତେ ବଡ଼ ଇଭେଣ୍ଟରେ ଅଂଶ ଗ୍ରହଣ କରିବା ମୋ ପାଇଁ ଚ୍ୟାଲେଞ୍ଜିଂ ଥିଲା। ଏହା ମୋର ପ୍ରଥମ ଅନ୍ତର୍ଜାତୀୟ ଇଭେଣ୍ଟ। ପ୍ରଥମ ପ୍ରୟାସରେ ମୁଁ ଭାରତ ପାଇଁ ରୌପ୍ୟ ପଦକ ଜିତିଛି। ଆଗକୁ ଆହୁରି ଅଧିକ ଭଲ କରିବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରେସ୍‌ ୱାକ୍‌ରେ ଭାରତ ପ୍ରଥମଥର ପାଇଁ କୌଣସି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପଦକ ଜିତିବାର ରେକର୍ଡ କରିଛି। ସେହିପରି ଆଥଲେଟିକ୍ସରେ ଦୁଇଟି ପଦକ ଜିତିବାର ଗୌରବ ହାସଲ କରିଛି। ଚଳିତ ସପ୍ତାହରେ ୪ ଗୁଣା ୪୦୦ ମିକ୍ସିଡ ରିଲେ ଟିମ୍‌ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story