ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ଝିଲି ଦଳବେହେରା

ତାସକେଣ୍ଟ: ଏଠାରେ ଚାଲିଥିବା ଏସିଆନ ଭାରୋତ୍ତୋଳନ ଚାମ୍ପିଅନଶିପ୍‌ରେ ଚମକିଛନ୍ତି ଓଡ଼ିଆ ଝିଅ ଝିଲି ଦଳବେହେରା। ସେ ୪୫ କେଜି ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ବର୍ଗରେ କେବଳ ଦୁଇ ଜଣ ଭାରୋତ୍ତୋଳନକାରୀ ହିଁ ଅଂଶ ଗ୍ରହଣ କରିଥିଲେ। ଜୁନିୟର ବିଶ୍ୱ ଚାମ୍ପିଅନଶିପର ବ୍ରୋଞ୍ଜ ପଦକ ବିଜେତା ଝିଲି ପ୍ରଥମେ ସ୍ନାଚ୍‌ରେ ୬୯ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୮୮ କେଜି ଓଜନ ଉଠାଇଛନ୍ତି। ସେ ଦୁଇଟି ଯାକ ବିଭାଗରେ ମୋଟ ୧୫୭ […]

Jhili-Dalbehera

Jhili-Dalbehera

Hemant Lenka
  • Published: Sunday, 18 April 2021
  • Updated: 18 April 2021, 02:25 PM IST

Sports

Latest News

ତାସକେଣ୍ଟ: ଏଠାରେ ଚାଲିଥିବା ଏସିଆନ ଭାରୋତ୍ତୋଳନ ଚାମ୍ପିଅନଶିପ୍‌ରେ ଚମକିଛନ୍ତି ଓଡ଼ିଆ ଝିଅ ଝିଲି ଦଳବେହେରା। ସେ ୪୫ କେଜି ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ବର୍ଗରେ କେବଳ ଦୁଇ ଜଣ ଭାରୋତ୍ତୋଳନକାରୀ ହିଁ ଅଂଶ ଗ୍ରହଣ କରିଥିଲେ।

ଜୁନିୟର ବିଶ୍ୱ ଚାମ୍ପିଅନଶିପର ବ୍ରୋଞ୍ଜ ପଦକ ବିଜେତା ଝିଲି ପ୍ରଥମେ ସ୍ନାଚ୍‌ରେ ୬୯ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୮୮ କେଜି ଓଜନ ଉଠାଇଛନ୍ତି। ସେ ଦୁଇଟି ଯାକ ବିଭାଗରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ସ୍ୱର୍ଣ୍ଣ ପଦ ହାସଲ କରିଛନ୍ତି। ମହାମାରୀ କରୋନା ଯୋଗୁ ଗତବର୍ଷ ଏହି ଏସିଆନ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖାଯାଇଥିଲା।

ଏହି ବର୍ଗରେ ଫିଲିପାଇନ୍ସର ମେରି ଫ୍ଲୋର ଡିଆଜ ମୋଟ ୧୩୫ କେଜି ଉଠାଇ(୬୦ କେଜି + ୭୫ କେଜି) ରୌପ୍ୟ ପଦକ ପାଇଛନ୍ତି। ପୂର୍ବ ଏସିଆନ ଚାମ୍ପିୟନଶିପ୍‌ରେ ଝିଲି ରୌପ୍ୟ ପଦକ ହାସଲ କରିଥିଲେ। ଅର୍ଥାତ ଏଥର ସେ ଭଲ ପ୍ରଦର୍ଶନ କରିଛନ୍ତି। ଅବଶ୍ୟ ୨୦୧୯ରେ ସେ ମୋଟ ୧୬୨ କେଜି (୭୧+ ୯୧ କେଜି)ର ଭାରୋତ୍ତୋଳନ କରିଥିଲେ।

ଖୋର୍ଦ୍ଧାରେ ଜନ୍ମିତ ଝିଲି ଦଳବେହେରା ବହୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ମେଡାଲ ଜିତିଛନ୍ତି। ୨୦୧୭ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ କମନ୍‌ୱେଲ୍‌ଥ ଭାରୋତ୍ତୋଳନ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୮ରେ ଜାତୀୟ ଜୁନିଅର ମହିଳା ଭାରୋତ୍ତୋଳନରେ ୨ଟି ଗୋଲ୍ଡ ଓ ଗୋଟିଏ ସିଲଭର ମେଡାଲ ଜିତିଥିଲେ।

ଉଜ୍‌ବେକିସ୍ତାନରେ ଖେଳାଯାଇଥିବା ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନ୍‌ଶିପ୍‌ରେ ଝିଲି ଜିତିଥିଲେ ରୌପ୍ୟ ପଦକ। ସେହି ବର୍ଷ ଜୁନିଅର ବିଶ୍ୱ ଚାମ୍ପିଅନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିଲେ। ୨୦୧୮ରେ ତୁର୍କମେନିସ୍ତାନରେ ଆୟୋଜିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନଶିପ୍‌ର ୪୯ କିଲୋ ବର୍ଗରେ ସେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ।

ଅନ୍ୟପକ୍ଷରେ ଭାରତର ଷ୍ଟାର ଭାରୋତ୍ତୋଳନକାରୀ ମିରାବାଈ ଚାନୁ ଶନିବାର ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ୮୬ କେଜି ବର୍ଗର କ୍ଲିନ ଆଣ୍ଡ ଜର୍କ ବର୍ଗରେ ମୋଟ ୨୦୫ କେଜି ଭାରୋତ୍ତୋଳନ କରି ଏହି ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story