କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଏହି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍

କରାଚି: ପାକିସ୍ତାନ କ୍ରିକେଟ୍ ଟିମର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବାବର ଆଜମ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୋମବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ବାବର ନିଜର ୧୧ତମ ଦିନିକିଆ ଶତକ ମାରିଛନ୍ତି। ସେ ମାତ୍ର ୭୧ତମ ଇନିଂସରେ ୧୧ ଶତକ ମାରି ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ଏହି ସଂଖ୍ୟକ ଶତକ ପାଇଁ ୮୨ ଇନିଂସର ସହାୟତା ନେଇଥିଲେ। ବାବର ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ନିଜର ଶେଷ ଦିନିକିଆ […]

azam

azam

Ranjit Kumar Jena
  • Published: Monday, 30 September 2019
  • Updated: 30 September 2019, 08:59 PM IST

Sports

Latest News

କରାଚି: ପାକିସ୍ତାନ କ୍ରିକେଟ୍ ଟିମର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବାବର ଆଜମ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୋମବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ବାବର ନିଜର ୧୧ତମ ଦିନିକିଆ ଶତକ ମାରିଛନ୍ତି। ସେ ମାତ୍ର ୭୧ତମ ଇନିଂସରେ ୧୧ ଶତକ ମାରି ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ଏହି ସଂଖ୍ୟକ ଶତକ ପାଇଁ ୮୨ ଇନିଂସର ସହାୟତା ନେଇଥିଲେ। ବାବର ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ନିଜର ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ୯୬ ରନର ଇନିଂସ୍ ଖେଳିଥିଲେ।

ଦୀର୍ଘ ତିନିମାସ ପରେ ବାବର ନିଜ ଘରୋଇ ମାଟିରେ ଦିନିକିଆ ମ୍ୟାଚ୍ ଖେଳୁଛନ୍ତି। ତିନିମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯାଇଥିଲା। ତେବେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୧୧ ଶତକ ମାରିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ହାଶିମ୍ ଆମଲାଙ୍କ ନାଁରେ ରହିଛି। ଆମଲା ମାତ୍ର ୬୪ ଇନିଂସରେ ଏହି ରେକର୍ଡ କରି ଆଗରେ ରହିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର ଅନ୍ୟତମ ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି'କକ୍ ମାତ୍ର ୬୫ ଇନିଂସରେ ୧୧ ଶତକ ମାରି ଦ୍ୱିତୀୟରେ ଅଛନ୍ତି।

ସୂଚନାଯୋଗ୍ୟ, ଦୁଇବର୍ଷ ତଳେ ପାକିସ୍ତାନର ତତ୍କାଳୀନ କୋଚ୍ ମିକି ଆର୍ଥର ବାବର ଆଜମଙ୍କୁ କୋହଲିଙ୍କ ସହ ତୁଳନା କରିଥିଲେ। ଚଳିତବର୍ଷ ଫେବୃଆରୀରେ ସେ କହିଥିଲେ, ବାବର ଖୁବଶୀଘ୍ର ବିଶ୍ୱର ଶ୍ରେଷ୍ଠ ପାଞ୍ଚଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ୍ ହେବେ।

ବାବରଙ୍କ ଶତକ ବଳରେ ପାକିସ୍ତାନ ୫୦ ଓଭରରେ ୩୦୫ ରନ୍ କରିଥିଲା। ବାବର ୧୦୫ ବଲରେ ୮ ଚୌକା ଓ ୪ ଛକା ସହ ସର୍ବାଧିକ ୧୧୫ ରନ୍ କରିଥିବା ବେଳେ ଫକର ଜମାନ୍ ୫୪, ଇମାମ୍-ଉଲ୍-ହକ୍ ୩୧, ହାରିସ୍ ସୋହେଲ ୪୦ ଓ ଇଫତିକାର ଅହମ୍ମଦ ଅପରାଜିତ ୩୨ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story