ବାଙ୍ଗାଲୋର ଏଫ୍ସିକୁ ଫେଡରେସନ କପ୍ ଫୁଟ୍ବଲ ଟାଇଟଲ୍
କଟକ: ବାଙ୍ଗାଲୋର ଏଫ୍ସି ହାତରେ ଫେଡେରେସନ୍ କପ୍ ଫୁଟବଲ ଟାଇଟଲ। ଆଜି ବାରବାଟୀରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ମୋହନବାଗାନକୁ ୨-୦ ଗୋଲ୍ରେ ହରାଇ ଟାଇଟଲ ହାସଲ କରିଛି ବେଙ୍ଗଳୁରୁ ଏଫ୍ସି। ବେସ୍ ସଂଘର୍ଷପୂର୍ଣ୍ଣ ଏଇ ମ୍ୟାଚ୍ରେ ନିର୍ଦ୍ଧାରିତ ସମୟରେ କେହି କାହାକୁ ଗୋଲ୍ ଦେଇ ନ ପାରିବାରୁ ଅତିରିକ୍ତ ସମୟ ନିଆଯାଇଥିଲା। ତେବେ ଏଥିରେ ବାଜି ମାରି ନେଇଥିଲା ବେଙ୍ଗଳୁରୁ ଏଫ୍ସି । ବେଙ୍ଗଳୁରୁର ଭିନୀତଙ୍କ ଦୁଇଟି ଚମତ୍କାର ଗୋଲ ଦଳକୁ ଟାଇଟଲ ଭେଟି […]
କଟକ: ବାଙ୍ଗାଲୋର ଏଫ୍ସି ହାତରେ ଫେଡେରେସନ୍ କପ୍ ଫୁଟବଲ ଟାଇଟଲ। ଆଜି ବାରବାଟୀରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ମୋହନବାଗାନକୁ ୨-୦ ଗୋଲ୍ରେ ହରାଇ ଟାଇଟଲ ହାସଲ କରିଛି ବେଙ୍ଗଳୁରୁ ଏଫ୍ସି। ବେସ୍ ସଂଘର୍ଷପୂର୍ଣ୍ଣ ଏଇ ମ୍ୟାଚ୍ରେ ନିର୍ଦ୍ଧାରିତ ସମୟରେ କେହି କାହାକୁ ଗୋଲ୍ ଦେଇ ନ ପାରିବାରୁ ଅତିରିକ୍ତ ସମୟ ନିଆଯାଇଥିଲା। ତେବେ ଏଥିରେ ବାଜି ମାରି ନେଇଥିଲା ବେଙ୍ଗଳୁରୁ ଏଫ୍ସି । ବେଙ୍ଗଳୁରୁର ଭିନୀତଙ୍କ ଦୁଇଟି ଚମତ୍କାର ଗୋଲ ଦଳକୁ ଟାଇଟଲ ଭେଟି ଦେଇଥିଲା।