ସ୍ଲୋ ବୋଲିଂ ପାଇଁ ବାଂଲାଦେଶକୁ ଫାଇନ୍‌

ଖ୍ରୀଷ୍ଟଚର୍ଚ୍ଚ: ସ୍ଲୋ ବୋଲିଂ ପାଇଁ ବାଂଲାଦେଶ ଟିମ୍‌କୁ ଫାଇନ୍‌ ଦେବାକୁ ପଡିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆଜି ବାଂଲାଦେଶ ୭୭ ରନ୍‌ରେ ପରାସ୍ତ ହୋଇଥିଲା। ନିର୍ଦ୍ଧାରିତ ସମୟରେ କମ୍‌ ଓଭର ବୋଲିଂ କରିଥିବାରୁ ମ୍ୟାଚ୍‌ ରେଫରୀ କ୍ରିସ୍‌ ବ୍ରୋଡ ବାଂଲାଦେଶ ଖେଳାଳିଙ୍କ ଉପରେ ଜରିମାନା ଲଗାଇଛନ୍ତି। ବାଂଲାଦେଶ ଅଧିନାୟକଙ୍କ ମ୍ୟାଚ୍‌ ଫି’ର ୨୦ ପ୍ରତିଶତ କଟିଥିବା ବେଳେ ଅନ୍ୟ ଖେଳାଳିମାନଙ୍କର ୧୦ ପ୍ରତିଶତ ଲେଖାଏଁ କଟା ଯାଇଛି।

bangladesh

Rakesh Mallick
  • Published: Monday, 26 December 2016
  • , Updated: 26 December 2016, 11:15 PM IST

ଖ୍ରୀଷ୍ଟଚର୍ଚ୍ଚ: ସ୍ଲୋ ବୋଲିଂ ପାଇଁ ବାଂଲାଦେଶ ଟିମ୍‌କୁ ଫାଇନ୍‌ ଦେବାକୁ ପଡିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆଜି ବାଂଲାଦେଶ ୭୭ ରନ୍‌ରେ ପରାସ୍ତ ହୋଇଥିଲା।

ନିର୍ଦ୍ଧାରିତ ସମୟରେ କମ୍‌ ଓଭର ବୋଲିଂ କରିଥିବାରୁ ମ୍ୟାଚ୍‌ ରେଫରୀ କ୍ରିସ୍‌ ବ୍ରୋଡ ବାଂଲାଦେଶ ଖେଳାଳିଙ୍କ ଉପରେ ଜରିମାନା ଲଗାଇଛନ୍ତି।

ବାଂଲାଦେଶ ଅଧିନାୟକଙ୍କ ମ୍ୟାଚ୍‌ ଫି’ର ୨୦ ପ୍ରତିଶତ କଟିଥିବା ବେଳେ ଅନ୍ୟ ଖେଳାଳିମାନଙ୍କର ୧୦ ପ୍ରତିଶତ ଲେଖାଏଁ କଟା ଯାଇଛି।

Related story