ବିନା ଭିସାରେ ଭାରତରେ ରହିବା ଏହି ବାଂଲାଦେଶ କ୍ରିକେଟରଙ୍କୁ ମହଙ୍ଗା ପଡ଼ିଲା

କୋଲକାତା: ବାଂଲାଦେଶ କ୍ରିକେଟର୍ ସୈଫ୍ ହାସନଙ୍କୁ ସ୍ୱଦେଶ ଫେରିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ହାସନଙ୍କୁ କୋଲକାତାରୁ ସ୍ୱଦେଶ ଫେରିବା ପୂର୍ବରୁ ୨୧ହଜାର ୬୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିଛି। ଭାରତ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ହାସନଙ୍କୁ ବାଂଲାଦେଶ ଟିମରେ ରିଜର୍ଭ ଓପ୍ନର ଭାବେ ରଖାଯାଇଥିଲା। ସୋମବାର ଢ଼ାକା ଯିବା ସମୟରେ ହାସନଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଟକାଇ ଦିଆଯାଇଥିଲା। ତାଙ୍କ ପାଇଁ ଭ୍ୟାଲିଡ୍ ଭିସା ନଥିଲା। […]

saif-hasan

saif-hasan

Ranjit Kumar Jena
  • Published: Thursday, 28 November 2019
  • Updated: 28 November 2019, 05:23 PM IST

Sports

Latest News

କୋଲକାତା: ବାଂଲାଦେଶ କ୍ରିକେଟର୍ ସୈଫ୍ ହାସନଙ୍କୁ ସ୍ୱଦେଶ ଫେରିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ହାସନଙ୍କୁ କୋଲକାତାରୁ ସ୍ୱଦେଶ ଫେରିବା ପୂର୍ବରୁ ୨୧ହଜାର ୬୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିଛି। ଭାରତ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ହାସନଙ୍କୁ ବାଂଲାଦେଶ ଟିମରେ ରିଜର୍ଭ ଓପ୍ନର ଭାବେ ରଖାଯାଇଥିଲା।

ସୋମବାର ଢ଼ାକା ଯିବା ସମୟରେ ହାସନଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଟକାଇ ଦିଆଯାଇଥିଲା। ତାଙ୍କ ପାଇଁ ଭ୍ୟାଲିଡ୍ ଭିସା ନଥିଲା। କିନ୍ତୁ ବୁଧବାର ଢ଼ାକାସ୍ଥିତ ଭାରତୀୟ ହାଇକମିଶନରଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଭ୍ୟାଲିଡ୍ ଭିସା ପ୍ରଦାନ କରାଯାଇଥିଲା। ବାଂଲାଦେଶର କ୍ରିକେଟରଙ୍କ ପ୍ରଥମ ଦଳ ରବିବାର କୋଲକାତା ଛାଡ଼ିଥିଲେ।

ଟିମର ବାକି ସଦସ୍ୟ, ଯେଉଁଥିରେ ହାସନ୍ ମଧ୍ୟ ସାମିଲ୍ ଥିଲେ, ସୋମବାର ସକାଳେ ସେ ଫ୍ଲାଇଟ୍ ପାଇଁ କୋଲକାତା ଏୟାରପୋର୍ଟରେ ପହଞ୍ଚିଥିଲେ। ତେବେ ଅଧିକାରୀମାନେ ବୋର୍ଡିଂ ପାସ୍ ଜାରି କରି ଦେଖିଲେ ସେ ହାସନଙ୍କ ଭିସା ରବିବାର ରାତି ପର୍ଯ୍ୟନ୍ତ ଭ୍ୟାଲିଡ୍ ଥିଲା। ତାଙ୍କୁ ବିମାନରେ ଯିବା ପାଇଁ ଅନୁମତି ମିଳିଲା ନାହିଁ ଏବଂ ଏହି କାରଣରୁ ତାଙ୍କ ସହରରେ ରହିବାକୁ ପଡ଼ିଥିଲା। ଭିସାର ବୈଧତା ଶେଷ ହୋଇଯାଇଥିବାରୁ ହସନଙ୍କୁ ୨୧ହଜାର ୬୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story