ଏସିଆ ଏକାଦଶ- ବିଶ୍ୱ ଏକାଦଶ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍

ନୂଆଦିଲ୍ଲୀ: ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର୍ ରେହମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି-୨୦ ମ୍ୟାଚ୍ ଆୟୋଜନ କରିବାକୁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଘୋଷଣା କରିଛି। ଶେଖ ମୁଜିବୁର୍ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଏବଂ ଦ୍ୱିତୀୟ ପ୍ରଧାମମନ୍ତ୍ରୀ ଥିଲେ। ଶେଖଙ୍କୁ ଅଗଷ୍ଟ ୧୯୭୫ରେ ହତ୍ୟା କରାଯାଇଥିଲା। ବିସିବିର ଅଧ୍ୟକ୍ଷ ନଜମୁଲ୍ ହୁସେନ୍ ପାପୋନ୍ ଏହି ଦୁଇଟି ମ୍ୟାଚ୍ ପାଇଁ ଦୁଇ ଟିମରେ ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସାମିଲ୍ […]

bangla

bangla

Ranjit Kumar Jena
  • Published: Thursday, 25 July 2019
  • Updated: 25 July 2019, 09:11 PM IST

ନୂଆଦିଲ୍ଲୀ: ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର୍ ରେହମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି-୨୦ ମ୍ୟାଚ୍ ଆୟୋଜନ କରିବାକୁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଘୋଷଣା କରିଛି।

ଶେଖ ମୁଜିବୁର୍ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଏବଂ ଦ୍ୱିତୀୟ ପ୍ରଧାମମନ୍ତ୍ରୀ ଥିଲେ। ଶେଖଙ୍କୁ ଅଗଷ୍ଟ ୧୯୭୫ରେ ହତ୍ୟା କରାଯାଇଥିଲା। ବିସିବିର ଅଧ୍ୟକ୍ଷ ନଜମୁଲ୍ ହୁସେନ୍ ପାପୋନ୍ ଏହି ଦୁଇଟି ମ୍ୟାଚ୍ ପାଇଁ ଦୁଇ ଟିମରେ ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସାମିଲ୍ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ଯାହା ବିଶ୍ୱ କ୍ରିକେଟ୍ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ।

ବିସିବିର ଅଧ୍ୟକ୍ଷ କହିଛନ୍ତି, ଗତ ସପ୍ତାହରେ ଆୟୋଜିତ ଆଇସିସିର ବୈଠକରେ ଏହି ଦୁଇଟି ମ୍ୟାଚକୁ ଅନ୍ତର୍ଜାତୀୟ ମାନ୍ୟତା ଦିଆଯାଇଛି। ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି-୨୦ ମ୍ୟାଚ୍ ୧୮ ଓ ୨୦ ମାର୍ଚ୍ଚ, ୨୦୨୦ରେ ବାଂଲାଦେଶର ମୀରପୁର ଶେର-ଇ-ବାଂଲା ନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ବିଶ୍ୱର ବିଭିନ୍ନ କ୍ରିକେଟ୍ ବୋର୍ଡ ଏଭଳି ମ୍ୟାଚର ଆୟୋଜନ କରିସାରିଛନ୍ତି। ଏଭଳି ସ୍ଥିତିରେ ବାଂଲାଦେଶ ମଧ୍ୟ ଏଭଳି ମୁକାବିଲା ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି।

କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏବି) ୧୯୯୩ରେ ତା'ର ଡାଇମଣ୍ଡ୍ ଜୁବୁଲି ଅବସରରେ ପାଞ୍ଚ ଦେଶକୁ ସାମିଲ୍ କରି ବହୁ ଚର୍ଚ୍ଚିତ ହିରୋ କପର ଆୟୋଜନ କରିଥିଲା। ସେହିପରି ୧୯୯୪-୯୫ରେ ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ବୋର୍ଡ ଦ୍ୱାରା ୪ ଦେଶକୁ ଦେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ୨୦୧୭ରେ ପାକିସ୍ତାନ ତା'ର ଦେଶରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରମୋଟ୍ କରିବା ପାଇଁ ଲାହୋରରେ ବିଶ୍ୱ ଏକାଦଶ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ମୁକାବିଲା ଖେଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story