ବାଙ୍ଗାଲୋରରେ ଭୁବନେଶ୍ୱର ବିଜୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଙ୍ଗାଲୋର ଆଥେନା ଷ୍ପୋର୍ଟସ କ୍ଲବ ପକ୍ଷରୁ ଖେଳାଯାଉଥିବା ଓଡ଼ିଶା ପ୍ରିମିଅର ଲିଗର ଟି ଟ୍ୱେଣ୍ଟି ଫାଇନାଲରେ ପ୍ରବେଶ କରିଛି ଭୁବନେଶ୍ୱର। ସେମିଫାଇନାରେ ଚିଲିକା ଦ୍ୱାରା ରଖାଯାଇଥିବା ୨୨୪ ରନ୍‌ର ଟାର୍ଗେଟକୁ ଭୁବନେଶ୍ୱର ୧୯ ଓଭର ୫ଟି ବଲରେ ହାସଲ କରି ନେଇଥିଲା। ସେହିପରି କଟକ ବାରବାଟୀ ଓ ଜଗତସିଂହପୁର କଳିଙ୍ଗ ଟିମ୍‌ ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଛି। କଟକ ବାରବାଟୀ ସମ୍ବଲପୁରକୁ ୨୩ ରନରେ, ଜଗତସିଂହପୁର କଳିଙ୍କ କେନ୍ଦ୍ରାପଡ଼ା ଡ୍ରାଗନକୁ ୯ ରନରେ […]

bangalore

Rakesh Mallick
  • Published: Monday, 22 January 2018
  • , Updated: 22 January 2018, 12:44 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଙ୍ଗାଲୋର ଆଥେନା ଷ୍ପୋର୍ଟସ କ୍ଲବ ପକ୍ଷରୁ ଖେଳାଯାଉଥିବା ଓଡ଼ିଶା ପ୍ରିମିଅର ଲିଗର ଟି ଟ୍ୱେଣ୍ଟି ଫାଇନାଲରେ ପ୍ରବେଶ କରିଛି ଭୁବନେଶ୍ୱର। ସେମିଫାଇନାରେ ଚିଲିକା ଦ୍ୱାରା ରଖାଯାଇଥିବା ୨୨୪ ରନ୍‌ର ଟାର୍ଗେଟକୁ ଭୁବନେଶ୍ୱର ୧୯ ଓଭର ୫ଟି ବଲରେ ହାସଲ କରି ନେଇଥିଲା।

ସେହିପରି କଟକ ବାରବାଟୀ ଓ ଜଗତସିଂହପୁର କଳିଙ୍ଗ ଟିମ୍‌ ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଛି। କଟକ ବାରବାଟୀ ସମ୍ବଲପୁରକୁ ୨୩ ରନରେ, ଜଗତସିଂହପୁର କଳିଙ୍କ କେନ୍ଦ୍ରାପଡ଼ା ଡ୍ରାଗନକୁ ୯ ରନରେ ପରାସ୍ତ କରିଥିଲା।

Related story