ଆଜିଠାରୁ ରାଜ୍ୟ ପୋଲିସ ଆଥଲେଟିକ୍‌ ମିଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେଉଛି ରାଜ୍ୟ ପୋଲିସ ଆଥଲେଟିକ୍‌ ମିଟ୍। ୪ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୫୨ଟି ପୋଲିସ ଜିଲ୍ଲା, ବାଟାଲିୟନ ଓ ୟୁନିଟର ଏକ ହଜାର ଆଥଲେଟ୍ ଭାଗ ନେବେ। ସେମାନଙ୍କ ମଧ୍ୟରେ ୮ଶହ ପୁରୁଷ ଏବଂ ୨ଶହ ମହିଳା ଆଥଲେଟ ଅଛନ୍ତି।  ଗତକାଲି ସଂଧ୍ୟାରେ ସପ୍ତମ ବଟାଲିୟନରରେ କ୍ରୀଡା ଗ୍ରାମ ଉଦଘାଟିତ ହୋଇଛି। ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି କ୍ରୀଡା ଗ୍ରାମକୁ […]

kalinga-stadium-1

kalinga-stadium-1

Ordigital Desk
  • Published: Friday, 02 February 2018
  • Updated: 02 February 2018, 12:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେଉଛି ରାଜ୍ୟ ପୋଲିସ ଆଥଲେଟିକ୍‌ ମିଟ୍। ୪ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୫୨ଟି ପୋଲିସ ଜିଲ୍ଲା, ବାଟାଲିୟନ ଓ ୟୁନିଟର ଏକ ହଜାର ଆଥଲେଟ୍ ଭାଗ ନେବେ। ସେମାନଙ୍କ ମଧ୍ୟରେ ୮ଶହ ପୁରୁଷ ଏବଂ ୨ଶହ ମହିଳା ଆଥଲେଟ ଅଛନ୍ତି।  ଗତକାଲି ସଂଧ୍ୟାରେ ସପ୍ତମ ବଟାଲିୟନରରେ କ୍ରୀଡା ଗ୍ରାମ ଉଦଘାଟିତ ହୋଇଛି। ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି କ୍ରୀଡା ଗ୍ରାମକୁ ଉଦଘାଟନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story