ଶାସ୍ତ୍ରୀଙ୍କ ଦାବି ମାନିଲା ବିସିସିଆଇ; ଭରତ ଅରୁଣ ବୋଲିଂ କୋଚ୍ ନିଯୁକ୍ତ

ନୂଆଦିଲ୍ଲୀ: ଶେଷରେ ରବି ଶାସ୍ତ୍ରୀଙ୍କ ଦାବିକୁ ମାନି ନେଲା ବିସିସିଆଇ ଓ ପ୍ରଶାସନିକ ସମିତି (ସିଓଏ)। ସେହି ଅନୁସାରେ ବହୁ ବାଦବିବାଦ ପରେ ଭରତ ଅରୁଣଙ୍କୁ ଭାରତୀୟ ଟିମ୍‌ର ବୋଲିଂ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି। ଜାତୀୟ ଗଣମାଧ୍ୟମ ଆଜ୍‌ ତକ୍‌ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ରବି ଶାସ୍ତ୍ରୀଙ୍କ କହିବା ଅନୁସାରେ ଭରତ ଅରୁଣଙ୍କୁ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ନିଯୁକ୍ତ କରାଯାଇଛି। ୫୪ ବର୍ଷୀୟ ଭରତ ଅରୁଣ ଶ୍ରୀଲଙ୍କା ଗସ୍ତ ବେଳେ ଟିମ୍ ଇଣ୍ଡିଆର […]

rastri

rastri

Rakesh Mallick
  • Published: Sunday, 16 July 2017
  • Updated: 16 July 2017, 01:46 PM IST

Sports

Latest News

ନୂଆଦିଲ୍ଲୀ: ଶେଷରେ ରବି ଶାସ୍ତ୍ରୀଙ୍କ ଦାବିକୁ ମାନି ନେଲା ବିସିସିଆଇ ଓ ପ୍ରଶାସନିକ ସମିତି (ସିଓଏ)। ସେହି ଅନୁସାରେ ବହୁ ବାଦବିବାଦ ପରେ ଭରତ ଅରୁଣଙ୍କୁ ଭାରତୀୟ ଟିମ୍‌ର ବୋଲିଂ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି। ଜାତୀୟ ଗଣମାଧ୍ୟମ ଆଜ୍‌ ତକ୍‌ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ରବି ଶାସ୍ତ୍ରୀଙ୍କ କହିବା ଅନୁସାରେ ଭରତ ଅରୁଣଙ୍କୁ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ନିଯୁକ୍ତ କରାଯାଇଛି। ୫୪ ବର୍ଷୀୟ ଭରତ ଅରୁଣ ଶ୍ରୀଲଙ୍କା ଗସ୍ତ ବେଳେ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ଦାୟିତ୍ୱ ସମ୍ଭାଳିବେ।

ପ୍ରଶାସନିକ ସମିତି (ସିଓଏ)ର ସଦସ୍ୟମାନେ କହିଛନ୍ତି ଯେ ଆବଶ୍ୟକତା ମୁତାବକ ରାହୁଲ ଦ୍ରାବିଡ଼ ଓ ଜାହିର ଖାନଙ୍କ ସେବା ମଧ୍ୟ ନିଆଯିବ। ବିଶେଷ କରି ଟିମ୍ ଇଣ୍ଡିଆର ବିଦେଶ ଗସ୍ତ ସମୟରେ ଏ ଦୁଇ ଜଣଙ୍କ ସେବା ନିଆଯିବ।

ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କୁ ନେଇ ଗଠିତ ଉଚ୍ଚକ୍ଷମତା ସଂପନ୍ନ କ୍ରିକେଟ୍ ପରାମର୍ଶଦାତା ସମିତି (ସିଏସି) ଶାସ୍ତ୍ରୀଙ୍କୁ ମୁଖ୍ୟ କୋଚ୍ ଭାବେ ଚୟନ କରିଥିବା ବେଳେ ଜାହିର ଖାନଙ୍କୁ ବୋଲିଂ କୋଚ୍ ଭାବେ ବାଛି ଥିଲେ। ସେହିପରି ରାହୁଲ ଦ୍ରାବିଡ଼ଙ୍କୁ ବିଦେଶ ଗସ୍ତରେ ବ୍ୟାଟିଂ କୋଚ୍ ଭାବେ ମନୋନୀତ କରିଥିଲେ। ତେବେ ଜାହିରଙ୍କ ବଦଳରେ ଭରତ ଅରୁଣଙ୍କୁ ନିଯୁକ୍ତି ଦେବାକୁ ରବି ଶାସ୍ତ୍ରୀ ଦାବି କରିଥିଲେ। ତାଙ୍କ ମନ ମୁତାବକ ସହାୟକ ଅଧିକାରୀ ନିଯୁକ୍ତି ଦେବାକୁ ସେ ଖୋଲାଖୋଲି ଦାବି କରିଥିଲେ।

ଶାସ୍ତ୍ରୀ ଓ ଭରତ ଅରୁଣ ପରସ୍ପରକୁ ତିନି ଦଶନ୍ଧି ହେଲାଣି ଜାଣିଛନ୍ତି। ୧୯୭୯ରେ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ୍ ଦଳର ସଦସ୍ୟ ଥିଲେ ଅରୁଣ। ଆଉ ଏହି ଟିମ୍‌ର ଅଧିନାୟକ ଥିଲେ ରବି ଶାସ୍ତ୍ରୀ।

ଅରୁଣ ୧୯୮୬ରେ ବୋଲର ଭାବେ ଟେଷ୍ଟ ଓ ଦିନିକିଆରେ ଡେବ୍ୟୁ କରିଥିଲେ। ସେ ମାତ୍ର ଦୁଇଟି ଟେଷ୍ଟ ଓ ଚାରୋଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମୋଟ ୬ଟି ମ୍ୟାଚ୍‌ରେ ସେ ୫ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story