ଧୱନଙ୍କ ବିକଳ୍ପ କିଏ, କାହାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ?

ନୂଆଦିଲ୍ଲୀ: ଆହତ ଶିଖର ଧୱନଙ୍କ ବିକଳ୍ପ ଭାବେ ଯୁବ ଖେଳାଳି ରିଷଭ ପନ୍ତ ଇଂଲଣ୍ଡ ଯିବେ ବୋଲି ଜଣାପଡ଼ିଛି। ଏମିତିକି ସେ ଆଜି ଇଂଲଣ୍ଡରେ ପହଞ୍ଚିବେ ବୋଲି ମଧ୍ୟ ଜଣାପଡ଼ିଛି। ନ୍ୟୁଜ୍ ଏଜେନ୍ସୀ ଆଇଏଏନ୍‌ସ୍‌ର ସୂଚନା ଅନୁଯାୟୀ, ଇଂଲଣ୍ଡ ଯିବା ପାଇଁ ପ୍ରସ୍ତୁତ ରହିବାକୁ ପନ୍ତଙ୍କୁ ନିର୍ଦ୍ଦେଶ ଦିଆସରିଛି। ତେବେ ବିସିସିଆଇ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇ ନାହିଁ। ସୂଚନାଯୋଗ୍ୟ, ଆହତ ଶିଖର ଧୱନ ଟିମ୍ ସହିତ ଅଛନ୍ତି ଓ ବିସିସିଆଇର ଡାକ୍ତରୀ […]

sikhardhawan1

sikhardhawan1

Jitendra Garnayak
  • Published: Wednesday, 12 June 2019
  • Updated: 12 June 2019, 12:48 PM IST

Sports

Latest News

ନୂଆଦିଲ୍ଲୀ: ଆହତ ଶିଖର ଧୱନଙ୍କ ବିକଳ୍ପ ଭାବେ ଯୁବ ଖେଳାଳି ରିଷଭ ପନ୍ତ ଇଂଲଣ୍ଡ ଯିବେ ବୋଲି ଜଣାପଡ଼ିଛି। ଏମିତିକି ସେ ଆଜି ଇଂଲଣ୍ଡରେ ପହଞ୍ଚିବେ ବୋଲି ମଧ୍ୟ ଜଣାପଡ଼ିଛି। ନ୍ୟୁଜ୍ ଏଜେନ୍ସୀ ଆଇଏଏନ୍‌ସ୍‌ର ସୂଚନା ଅନୁଯାୟୀ, ଇଂଲଣ୍ଡ ଯିବା ପାଇଁ ପ୍ରସ୍ତୁତ ରହିବାକୁ ପନ୍ତଙ୍କୁ ନିର୍ଦ୍ଦେଶ ଦିଆସରିଛି। ତେବେ ବିସିସିଆଇ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇ ନାହିଁ।

ସୂଚନାଯୋଗ୍ୟ, ଆହତ ଶିଖର ଧୱନ ଟିମ୍ ସହିତ ଅଛନ୍ତି ଓ ବିସିସିଆଇର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛି। ଦୁଇ ତିନି ସପ୍ତାହ ମଧ୍ୟରେ ସେ ଠିକ୍ ହୋଇଯିବେ ବୋଲି କୁହାଯାଇଛି।

RishabhPantବିସିସିଆଇ ପକ୍ଷରୁ ଗତକାଲି କୁହାଯାଇଛି,“ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଏବେ ବିସିସିଆଇ ମେଡିକାଲ ଟିମ୍‌ର ଅବର୍ଜଭେସନରେ ଅଛନ୍ତି। ଟିମ୍‌ ମ୍ୟାନେଜମେଣ୍ଟ ଚାହୁଁଛି ଯେ ଧୱନ ଇଂଲଣ୍ଡରେ ରହିବେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖାଯିବ। ତେଣୁ ବର୍ତ୍ତମାନ ସ୍ଥିତିରେ କୌଣସି ବଦଳ ଖେଳାଳିଙ୍କୁ ଇଂଲଣ୍ଡ ପଠାଯିବ ନାହିଁ। ଧୱନଙ୍କ ବୁଢ଼ା ଅଙ୍ଗୁଳିରେ ସାମାନ୍ୟ ଫ୍ରାକଚର୍‌ ହୋଇଛି। ତେଣୁ ସେ ଦୁଇ ସପ୍ତାହ ମଧ୍ୟରେ ଠିକ୍‌ ହୋଇଯିବେ ବୋଲି ଆଶା କରାଯାଉଛି।”

ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ବେଳେ ଧୱନ ଆହତ ହୋଇଥିଲେ। ତାଙ୍କ ବାମ ହାତର ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଛି। ତାଙ୍କ ହାଡ଼ ଫ୍ରାକ୍ଚର ହୋଇଥିବା ସିଟି ସ୍କାନରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story