ବିସିସିଆଇ ବନାମ ଲୋଧା କମିଟି ମାମଲା ଶୁଣାଣି ୯କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ବିସିସିଆଇ ବନାମ ଲୋଧା କମିଟି ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟ ଡିସେମ୍ୱର ୯ ତାରିଖକୁ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। କ୍ରିକେଟ୍‌ରେ ସଂସ୍କାର ଆଣିବା ପାଇଁ ଗଠିତ ଲୋଧା କମିଟିର ସୁପାରିଶ ବିସିସିଆଇ ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଏଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବୋର୍ଡ଼ ଉପରେ ବିରକ୍ତି ପ୍ରକାଶ କରିଥିଲେ। ଲୋଧା କମିଟିର ପରାମର୍ଶକୁ ବିସିସିଆଇ ପାଳନ କରୁନଥିବାରୁ ରାଜ୍ୟ କ୍ରିକେଟ୍‌ ସଂଘକୁ ଅର୍ଥ ଦେବା ଉପରେ କଟକଣା ସୁପ୍ରିମ୍‌କୋର୍ଟ କଟକଣା ଲଗାଇଥିଲା

supremcourt

Rakesh Mallick
  • Published: Monday, 05 December 2016
  • , Updated: 05 December 2016, 05:20 PM IST

ନୂଆଦିଲ୍ଲୀ: ବିସିସିଆଇ ବନାମ ଲୋଧା କମିଟି ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟ ଡିସେମ୍ୱର ୯ ତାରିଖକୁ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

କ୍ରିକେଟ୍‌ରେ ସଂସ୍କାର ଆଣିବା ପାଇଁ ଗଠିତ ଲୋଧା କମିଟିର ସୁପାରିଶ ବିସିସିଆଇ ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଏଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବୋର୍ଡ଼ ଉପରେ ବିରକ୍ତି ପ୍ରକାଶ କରିଥିଲେ। ଲୋଧା କମିଟିର ପରାମର୍ଶକୁ ବିସିସିଆଇ ପାଳନ କରୁନଥିବାରୁ ରାଜ୍ୟ କ୍ରିକେଟ୍‌ ସଂଘକୁ ଅର୍ଥ ଦେବା ଉପରେ କଟକଣା ସୁପ୍ରିମ୍‌କୋର୍ଟ କଟକଣା ଲଗାଇଥିଲା

Related story