ଦିନେ ଘୁଞ୍ଚିଲା ବିସିସିଆଇ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ବିସିସିଆଇର ବହୁ ପ୍ରତୀକ୍ଷିତ ନିର୍ବାଚନ ହରିୟାଣା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଯୋଗୁ ଏବେ ଦିନକ ପରେ ଅର୍ଥାତ୍ ଅକ୍ଟୋବର ୨୩ ତାରିଖରେ ହେବ। ଭାରତୀୟ କ୍ରିକେଟକୁ ପରିଚାଳନା କରୁଥିବା ପ୍ରଶାସନିକ କମିଟି (ସିଓଏ)ର ଅଧ୍ୟକ୍ଷ ବିନୋଦ ରାୟ ମଙ୍ଗଳବାର ପିଟିଆଇକୁ ଏହି ସୂଚନା ଦେଇଛନ୍ତି। ଅକ୍ଟୋବର ୨୧ ଉଭୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ଏବଂ ଏହି ଦୁଇ ୟୁନିଟରେ ଭୋଟ୍ ଦେବାକୁଥିବା ସଦସ୍ୟଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ବିସିସିଆଇ […]

bcci

bcci

Ranjit Kumar Jena
  • Published: Tuesday, 24 September 2019
  • Updated: 24 September 2019, 06:22 PM IST

Sports

Latest News

ନୂଆଦିଲ୍ଲୀ: ବିସିସିଆଇର ବହୁ ପ୍ରତୀକ୍ଷିତ ନିର୍ବାଚନ ହରିୟାଣା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଯୋଗୁ ଏବେ ଦିନକ ପରେ ଅର୍ଥାତ୍ ଅକ୍ଟୋବର ୨୩ ତାରିଖରେ ହେବ। ଭାରତୀୟ କ୍ରିକେଟକୁ ପରିଚାଳନା କରୁଥିବା ପ୍ରଶାସନିକ କମିଟି (ସିଓଏ)ର ଅଧ୍ୟକ୍ଷ ବିନୋଦ ରାୟ ମଙ୍ଗଳବାର ପିଟିଆଇକୁ ଏହି ସୂଚନା ଦେଇଛନ୍ତି। ଅକ୍ଟୋବର ୨୧ ଉଭୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ଏବଂ ଏହି ଦୁଇ ୟୁନିଟରେ ଭୋଟ୍ ଦେବାକୁଥିବା ସଦସ୍ୟଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ବିସିସିଆଇ ତା'ର ନିର୍ବାଚନକୁ ଦିନକ ପାଇଁ ସ୍ଥଗିତ କରିଛି।

ଏ ନେଇ ସିଓଏର ମୁଖ୍ୟ ବିନୋଦ ରାୟ କହିଛନ୍ତି, "ବିସିସିଆଇର ନିର୍ବାଚନ ଏବେ ଟ୍ରାକରେ ଅଛି। ରାଜ୍ୟ ନିର୍ବାଚନ କାରଣରୁ ଆମେ ନିର୍ବାଚନକୁ ଗୋଟିଏ ଦିନ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛୁ। ଏଥିପାଇଁ ଏବେ ଏହା ଅକ୍ଟୋବର ୨୨ ବଦଳରେ ୨୩ ତାରିଖରେ ହେବ।"

ସିଓଏର ଅନ୍ୟତମ ସଦସ୍ୟ ଡାଏନା ଏଡୁଲଜୀ କହିଛନ୍ତି, "ବିସିସିଆଇ ତା'ର ନିର୍ବାଚନରେ କୌଣସି ପ୍ରକାରର ବିଳମ୍ବକୁ ପ୍ରଶୟ ଦିଏ ନାହିଁ, କିନ୍ତୁ ରାଜ୍ୟ ନିର୍ବାଚନ ଯୋଗୁ ଆମେ ଏହାକୁ ଦିନକ ପାଇଁ ସ୍ଥଗିତ କରିଛୁ। ସେପ୍ଟେମ୍ବର ୨୦ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ୟୁନିଟକୁ କିଛି ଦିନର ମଞ୍ଜୁରି ମିଳିପାରେ, କିନ୍ତୁ ବିସିସିଆଇର ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବା ଦରକାର। ମହାରାଷ୍ଟ୍ରରେ ଅକ୍ଟୋବର ୨୧ ତାରିଖରେ ବିଧାନସଭା ନିର୍ବାଚନ କାରଣରୁ ଆମେ ଏହାକୁ ଦିନକ ପାଇଁ ସ୍ଥଗିତ କରିପାରୁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story