ଧୋନିଙ୍କ ଅବସର ନେଇ ଜବାବ ରଖିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ: ବିଶ୍ୱକପ୍ ସେମିଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ପାଖରୁ ହାରିବା ପରେ ଏବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଗ୍ରହଣ ସମ୍ଭାବନା ନେଇ ଅଟକଳବାଜି ଚାଲିଛି। ଖୁବଶୀଘ୍ର ସେ ଦିନିକିଆ କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେବେ ଏ ବାବଦରେ ଧୋନି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ଏବଂ  ଟିମ୍ ଇଣ୍ଡିଆର କ୍ୟାପଟେନ କୋହଲି ମଧ୍ୟ ଧୋନିଙ୍କ ଅବସର ନେବା ବିଷୟରେ ସେ କିଛି ଜାଣି ନାହାନ୍ତି ବୋଲି ସ୍ପଷ୍ଟ […]

DHONI

DHONI

Subhransu Sekhar
  • Published: Friday, 12 July 2019
  • Updated: 12 July 2019, 09:04 AM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପ୍ ସେମିଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ପାଖରୁ ହାରିବା ପରେ ଏବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଗ୍ରହଣ ସମ୍ଭାବନା ନେଇ ଅଟକଳବାଜି ଚାଲିଛି। ଖୁବଶୀଘ୍ର ସେ ଦିନିକିଆ କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେବେ ଏ ବାବଦରେ ଧୋନି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ଏବଂ  ଟିମ୍ ଇଣ୍ଡିଆର କ୍ୟାପଟେନ କୋହଲି ମଧ୍ୟ ଧୋନିଙ୍କ ଅବସର ନେବା ବିଷୟରେ ସେ କିଛି ଜାଣି ନାହାନ୍ତି ବୋଲି ସ୍ପଷ୍ଟ କରି ସାରିଛନ୍ତି।

ତେବେ ଧୋନିଙ୍କ ଅବସର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ଏସ.କେ ଖାନ୍ନା ଏବଂ ପ୍ରଶାସନିକ ସମିତି ସଦସ୍ୟ ଡାୟନା ଏଡ୍ଡୁଲଜି। ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନକୁ ତାରିଫ କରିଥିବା ବେଳେ ସେମିଫାଇନାଲରେ ଦଳର ପ୍ରଦର୍ଶନକୁ ନୈରାଶ୍ୟଜନକ ବୋଲି ଉଭୟ କହିଛନ୍ତି।

ବିସିସିଆଇ ପ୍ରଶାସନିକ ସମିତି ସଦସ୍ୟ ଡାୟନା କହିଛନ୍ତି ଧୋନି ଅବସର ନେବେ କି ନାହିଁ, ତାହା ତାଙ୍କର ନିଷ୍ପତ୍ତି। ଆଗାମୀ ଦିନରେ ଖେଳିବା ପାଇଁ ତାଙ୍କ ଶରୀର କେତେ ଫିଟ୍‌ ସେକଥା ସେ ହିଁ ଜାଣିଥିବେ। କିନ୍ତୁ ଏବେ ବି ତାଙ୍କ ପାଖରେ ଆହୁରି ବହୁତ କ୍ରିକେଟ୍‌ ବାକି ରହିଛି। ଦଳର ଯୁବ ପିଢ଼ିଙ୍କ ସହ ଖେଳି ସେ ସେମାନଙ୍କର ପଥ ପ୍ରଦର୍ଶକ ହେବା ଉଚିତ୍ ବୋଲି ଡାୟନା କହିଛନ୍ତି।

ଗତକାଲି ଦେଶର ପ୍ରସିଦ୍ଧ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେଶକର ମଧ୍ୟ ଧୋନିଙ୍କ ଅବସର ବାବଦରେ ପ୍ରତିକ୍ରିୟା ରଖି କହିଥିଲେ ସେ ଅବସର ନ ନେଇ ଆଗାମୀ ଦିନରେ ଦେଶ ପାଇଁ କ୍ରିକେଟ୍ ଖେଳିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story