କ୍ରିକେଟର ହେବା ବାପାଙ୍କ ସ୍ୱପ୍ନ ଥିଲା: ହରଭଜନ

ମୁମ୍ୱାଇ:  ଭାରତୀୟ କ୍ରିକେଟ୍‌ରେ ମହାନ୍‌ ଅଫ୍‌ ସ୍ପିନର ହରଭଜନ ସିଂହଙ୍କୁ ଜଣେ ସଫଳ କ୍ରିକେକଟୀର ହେବା ତାଙ୍କ ବାପା ସରଦାର ସରଦେବ ସିଂହଙ୍କ ସ୍ୱପ୍ନ ଥିଲା। ବାପାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସେ ସବୁବେଳେ ଚେଷ୍ଟା କରିଛନ୍ତି। ତେବେ କେତେ ସଫଳ ହୋଇଛନ୍ତି ତାହା ସେ କହିପାରିବେ ନାହିଁ ବରଂ ତାଙ୍କ ପ୍ରଶଂସକମାନେ କହିବେ ବୋଲି ମୁମ୍ୱାଇରେ ଆୟୋଜିତ ଏକ ରିଆଲିଟି ଶୋ’ରେ ଯୋଗଦେଇ ହରଜଭନ କହିଛନ୍ତି।

harbhajan_singh2

Rakesh Mallick
  • Published: Saturday, 07 January 2017
  • , Updated: 07 January 2017, 05:28 PM IST

Related story