ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ପରେ ଅବସର ନେବେ ସାଙ୍ଗାକାରା

କଲୋମ୍ବୋ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଅଗଷ୍ଟ ୩୦ ତାରିଖରେ ଟେଷ୍ଟ୍ କ୍ରିକେଟରୁ ଅବସର ନେବେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା। ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ଖେଳିବା ପରେ ସେ ଅବସର ନେବେ। ଶନିବାର ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନରେ ନିଜେ ସାଙ୍ଗାକାରା ଏହି ଘୋଷଣା କରିଛନ୍ତି। ପାକିସ୍ତାନ ବିପକ୍ଷ ଟେଷ୍ଟର ତୃତୀୟ ଦିବସ ଖେଳ ପରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସେ ନିଜ ଅବସର ନେଇ ସ୍ପଷ୍ଟ ଚିତ୍ର ଦେଇଥିଲେ। ତିନି ଦିନ […]

sangakara

sangakara

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 02:27 PM IST

Sports

Latest News

କଲୋମ୍ବୋ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଅଗଷ୍ଟ ୩୦ ତାରିଖରେ ଟେଷ୍ଟ୍ କ୍ରିକେଟରୁ ଅବସର ନେବେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା। ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ଖେଳିବା ପରେ ସେ ଅବସର ନେବେ। ଶନିବାର ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନରେ ନିଜେ ସାଙ୍ଗାକାରା ଏହି ଘୋଷଣା କରିଛନ୍ତି। ପାକିସ୍ତାନ ବିପକ୍ଷ ଟେଷ୍ଟର ତୃତୀୟ ଦିବସ ଖେଳ ପରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସେ ନିଜ ଅବସର ନେଇ ସ୍ପଷ୍ଟ ଚିତ୍ର ଦେଇଥିଲେ।

ତିନି ଦିନ ତଳେ ଶ୍ରୀଲଙ୍କାର ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ କହିଥିଲେ ଯେ ସାଙ୍ଗାକାର ତାଙ୍କ ଟେଷ୍ଟ୍ କ୍ରିକେଟର ଭବିଷ୍ୟତ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ସେ ତାଙ୍କ ଅବସର ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରି ନାହାନ୍ତି। ସେ ଏବେବି ଏନେଇ ଚୟନକର୍ତ୍ତାଙ୍କ ସହିତ ଆଲୋଚନା କରୁଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ଏ ପ୍ରସଙ୍ଗ ନେଇ ସେ ସାମ୍ବାଦିକମାନଙ୍କୁ ସୂଚନା ଦେବେ।

ସାଙ୍ଗାକାର ବର୍ତ୍ତମାନ ଜଣେ ଟପ୍ ଟେଷ୍ଟ୍ କ୍ରିକେଟର। ସେ ଶେଷ ଥର ପାଇଁ ପ୍ରକାଶିତ ଆଇସିସି ଟେଷ୍ଟ୍ ମାନ୍ୟତା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତା’ପୂର୍ବରୁ ପ୍ରଥମ ସ୍ଥାନରେ ଥିଲେ। ସେ ୧୩୧ଟି ଟେଷ୍ଟ ଖେଳି ୧୨,୨୭୧ ରନ୍ ସଂଗ୍ରହ (ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍ ସୁଦ୍ଧା) କରିଛନ୍ତି। ଏଥି ମଧ୍ୟରେ ସେ ମାରିସାରିଛନ୍ତି ୩୮ଟି ଶତକ। ସେ ହୁଏତ ସଚିନ ତେନ୍ଦୁଲକରଙ୍କ ୧୫,୯୨୧ ରନ୍ ଟେଷ୍ଟ୍ ରନ୍ ଓ ୫୧ ଶତକକୁ ଅତିକ୍ରମ କରିପାରିବେ ନାହିଁ, କିନ୍ତୁ ତାଙ୍କ ନାଁରେ ରହିଛି ୧୧ଟି ଦ୍ୱିଶତକ। ଆଉ ଏହା ଡନ୍ ବ୍ରାଡମ୍ୟାନଙ୍କ ୧୨ଟି ଶତକରୁ ଗୋଟିଏ ସ୍ଥାନ ପଛରେ ତାଙ୍କୁ ରଖିଛି।

ସୂଚନାଯୋଗ୍ୟ, ଚଳିତ ପାକିସ୍ତାନ ବିପକ୍ଷ ଟେଷ୍ଟ୍ ସିରିଜର ତୃତୀୟ ମ୍ୟାଚରେ ସାଙ୍ଗାକାର ଖେଳିବେ ନାହିଁ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story