ଭାରତ ଆସିବ ‘ଲା ଲିଗା’

ନୂଆଦିଲ୍ଲୀ:ଭାରତୀୟ ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତକୁ ଆସୁଛି ସ୍ପାନିଶ ଫୁଟବଲ୍‌ ଲିଗ୍‌ ‘ଲା ଲିଗା’। ୟୁରୋପର ଫୁଟବଲ ଲିଗ୍‌ ‘ଇଆଇ କ୍ଲାସିକୋ’ ଲିଗ୍‌ରେ ଭାଗ ନେଇଥିବା ରିଏଲ ମାଦ୍ରିଦ୍‌ ଓ ବାର୍ସେଲୋନା ପରି ପ୍ରଖ୍ୟାତ କ୍ଲବ୍‌ ଭାରତକୁ ଆସିବେ। ସୂଚନା ମୁତାବକ ନୂଆଦିଲ୍ଲୀରେ ଏକ କାର୍ଯ୍ୟାଳୟ ଖୋଲିବ ଲା ଲିଗା। ଏହି କାର୍ଯ୍ୟାଳୟ ହେବ ଏସିଆର ତୃତୀୟ ବୃହତ୍ତମ କାର୍ଯ୍ୟଳୟ। ଭାରତ ପରି ଏକ ଦେଶରେ ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ଲା ଲିଗା […]

football

Rakesh Mallick
  • Published: Thursday, 15 September 2016
  • , Updated: 17 September 2016, 03:45 PM IST

ନୂଆଦିଲ୍ଲୀ:ଭାରତୀୟ ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତକୁ ଆସୁଛି ସ୍ପାନିଶ ଫୁଟବଲ୍‌ ଲିଗ୍‌ ‘ଲା ଲିଗା’। ୟୁରୋପର ଫୁଟବଲ ଲିଗ୍‌ ‘ଇଆଇ କ୍ଲାସିକୋ’ ଲିଗ୍‌ରେ ଭାଗ ନେଇଥିବା ରିଏଲ ମାଦ୍ରିଦ୍‌ ଓ ବାର୍ସେଲୋନା ପରି ପ୍ରଖ୍ୟାତ କ୍ଲବ୍‌ ଭାରତକୁ ଆସିବେ।

ସୂଚନା ମୁତାବକ ନୂଆଦିଲ୍ଲୀରେ ଏକ କାର୍ଯ୍ୟାଳୟ ଖୋଲିବ ଲା ଲିଗା। ଏହି କାର୍ଯ୍ୟାଳୟ ହେବ ଏସିଆର ତୃତୀୟ ବୃହତ୍ତମ କାର୍ଯ୍ୟଳୟ। ଭାରତ ପରି ଏକ ଦେଶରେ ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ଲା ଲିଗା କର୍ତ୍ତୃପକ୍ଷ ଏହି ପଦକ୍ଷେପ ଆଜି ନେଇଛନ୍ତି। ଏହି ଲିଗ୍‌ ଭାରତରେ ହେବା ପରେ ରୋନାଲ୍ଡୋ, ଲିଓନେଲ ମେସୀ, ଲୁଇସ୍‌ ସୁଆରେଜ, ନେମାର ଓ ଜେରେଥ୍ ବେଲେ ପରି ‍ବିଶ୍ୱ ପ୍ରସିଦ୍ଧ ଖେଳାଳିଙ୍କୁ ଖୁବ ନିକଟରୁ ଦେଖିପାରିବେ ଭାରତୀୟ ଫୁଟବଲ ପ୍ରେମୀ।

Related story