ଭାରତୀୟ ଦଳରେ ସ୍ଥାନ ବଜାଇ ରଖିଲେ ପାର୍ଥିବ ପଟେଲ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟ ପାଇଁ ଭାରତୀୟ ଦଳରେ ସ୍ଥାନ ବଜାଇ ରଖିଛନ୍ତି ୱିକେଟ୍‌ କିପର ପାର୍ଥିବ ପଟେଲ। ରିଦ୍ଧିମାନ ସାହା ଆଘାତ ଜନିତ କାରଣରୁ ତୃତୀୟ ଟେଷ୍ଟରୁ ବାଦ ପଡିବାରୁ ଦୀର୍ଘ ୮ ବର୍ଷ ପରେ ପାର୍ଥିବ ଟେଷ୍ଟ ଦଳକୁ ଫେରିଥିଲେ। ଆସନ୍ତା ୮ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମୁମ୍ବାଇରେ ଖେଳାଯିବ।

parthib-patel

Rakesh Mallick
  • Published: Tuesday, 06 December 2016
  • , Updated: 07 December 2016, 10:00 AM IST

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟ ପାଇଁ ଭାରତୀୟ ଦଳରେ ସ୍ଥାନ ବଜାଇ ରଖିଛନ୍ତି ୱିକେଟ୍‌ କିପର ପାର୍ଥିବ ପଟେଲ। ରିଦ୍ଧିମାନ ସାହା ଆଘାତ ଜନିତ କାରଣରୁ ତୃତୀୟ ଟେଷ୍ଟରୁ ବାଦ ପଡିବାରୁ ଦୀର୍ଘ ୮ ବର୍ଷ ପରେ ପାର୍ଥିବ ଟେଷ୍ଟ ଦଳକୁ ଫେରିଥିଲେ।

ଆସନ୍ତା ୮ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମୁମ୍ବାଇରେ ଖେଳାଯିବ।

Related story