ଭାରତ 'ଏ' ଦଳରେ ମଧୁସ୍ମିତା ଓ ସୁଶ୍ରୀ

ଭୁବନେଶ୍ୱର:ଭାରତୀୟ ମହିଳା କ୍ରିକେଟ୍ ‘ଏ’ ଦଳରେ ଦୁଇ ଓଡ଼ିଆ ଖେଳାଳୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ମଧୁସ୍ମିତା ବେହେରା ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ। ନିକଟରେ ବାଙ୍ଗ।ଲୋରଠାରେ ଶେଷ ହୋଇଥିବା ମହିଳା ଚ୍ୟାଲେଞ୍ଜର୍ସ ଟ୍ରଫିର ଇଣ୍ଡିଆ ଗ୍ରୀନରେ ସୁଶ୍ରୀ ସ୍ଥାନ ପାଇଥିବାବେଳେ ମଧୁସ୍ମିତା ଇଣ୍ଡିଆ ରେଡରେ ସ୍ଥାନ ପାଇଥିଲେ। ଉଭୟ ଖେଳାଳି ନିଜର ଦକ୍ଷତା ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Madhu

Rakesh Mallick
  • Published: Friday, 19 June 2015
  • , Updated: 19 June 2015, 02:19 AM IST

ଭୁବନେଶ୍ୱର:ଭାରତୀୟ ମହିଳା କ୍ରିକେଟ୍ 'ଏ' ଦଳରେ ଦୁଇ ଓଡ଼ିଆ ଖେଳାଳୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ମଧୁସ୍ମିତା ବେହେରା ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ। ନିକଟରେ ବାଙ୍ଗ।ଲୋରଠାରେ ଶେଷ ହୋଇଥିବା ମହିଳା ଚ୍ୟାଲେଞ୍ଜର୍ସ ଟ୍ରଫିର ଇଣ୍ଡିଆ ଗ୍ରୀନରେ ସୁଶ୍ରୀ ସ୍ଥାନ ପାଇଥିବାବେଳେ ମଧୁସ୍ମିତା ଇଣ୍ଡିଆ ରେଡରେ ସ୍ଥାନ ପାଇଥିଲେ। ଉଭୟ ଖେଳାଳି ନିଜର ଦକ୍ଷତା ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Related story