ଭାରତ-ଶ୍ରୀଲଙ୍କା ୩ ଟିକିଆ ସିରିଜ: ଆଜି ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ୫ ଜଣ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଏ ନେଇ ସୂଚନା ଦେଇଛନ୍ତି ଟେଷ୍ଟ କ୍ୟାପଟେନ୍ ବିରାଟ କୋହଲି। ୨୦ଟି ୱିକେଟ ଦାଖଲ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ । ତେଣୁ ସେ ୫ ଜଣ ବୋଲରଙ୍କୁ ଖେଳାଇବେ ବୋଲି ଶ୍ରୀଲଙ୍କା ଗସ୍ତରେ ଯିବା ପୂର୍ବରୁ ଚେନ୍ନାଇରେ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି କୋହଲି।  ବାଂଲାଦେଶ ବିପକ୍ଷ ଟେଷ୍ଟ ପରେ ଏହା ହେଉଛି କୋହଲିଙ୍କ ପ୍ରଥମ ପୂର୍ଣ୍ଣ […]

india

india

Rakesh Mallick
  • Published: Monday, 03 August 2015
  • Updated: 03 August 2015, 04:20 AM IST

Sports

Latest News

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ୫ ଜଣ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଏ ନେଇ ସୂଚନା ଦେଇଛନ୍ତି ଟେଷ୍ଟ କ୍ୟାପଟେନ୍ ବିରାଟ କୋହଲି। ୨୦ଟି ୱିକେଟ ଦାଖଲ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ । ତେଣୁ ସେ ୫ ଜଣ ବୋଲରଙ୍କୁ ଖେଳାଇବେ ବୋଲି ଶ୍ରୀଲଙ୍କା ଗସ୍ତରେ ଯିବା ପୂର୍ବରୁ ଚେନ୍ନାଇରେ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି କୋହଲି।  ବାଂଲାଦେଶ ବିପକ୍ଷ ଟେଷ୍ଟ ପରେ ଏହା ହେଉଛି କୋହଲିଙ୍କ ପ୍ରଥମ ପୂର୍ଣ୍ଣ ସିରିଜ୍ । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ନେଇ ବେଶ ଉତ୍ସାହିତ ଥିବା କୋହଲି କହିଛନ୍ତି । ଭାରତୀୟ ଦଳ ଆଜି  ଶ୍ରୀଲଙ୍କା ଗସ୍ତରେ ଯିବ। ଆସନ୍ତା  ୧୨ ତାରିଖରେ ଗାଲେରେ ପ୍ରଥମ ଟେଷ୍ଟ ଖେଳିବ ଟିମ୍ ଇଣ୍ଡିଆ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story