ନିଜ ଗାର୍ଲଫ୍ରେଣ୍ଡକୁ ଏହି ଭାରତୀୟ ଷ୍ଟାର କ୍ରିକେଟର୍‌ ବନାଇଲେ ଜୀବନସାଥି: ଆରମ୍ଭ ହେଲା ନୂଆ ଲାଇଫ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଷ୍ଟାର୍ ବୋଲର ଭୁବନେଶ୍ୱର କୁମାର ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଆଜି ତାଙ୍କ ଗାର୍ଲଫ୍ରେଣ୍ଡ ନୁପୁର ନାଗରଙ୍କୁ ବିବାହ କରିଛନ୍ତି। ମିରଟ୍‌ ଠାରେ ବଡ ଧୁମ ଧାମରେ ଏହି ବିବାହ ସମ୍ପର୍ଣ୍ଣ ହୋଇଛି। ଏହି ବିବାହରେ ଦୁଇ ପରିବାରର ଲୋକଙ୍କ ସହ ବନ୍ଧୁବାନ୍ଧବ ଓ ଅନ୍ୟ ଅତିଥିମାନେ ମଧ୍ୟ ସାମିଲ ଥିଲେ। ବିବାହ ପାଇଁ ସେ ଆସନ୍ତ କାଲି ଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ […]

23_11_2017-bhuvi-bhuvi

Rakesh Mallick
  • Published: Thursday, 23 November 2017
  • , Updated: 23 November 2017, 05:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ଷ୍ଟାର୍ ବୋଲର ଭୁବନେଶ୍ୱର କୁମାର ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଆଜି ତାଙ୍କ ଗାର୍ଲଫ୍ରେଣ୍ଡ ନୁପୁର ନାଗରଙ୍କୁ ବିବାହ କରିଛନ୍ତି। ମିରଟ୍‌ ଠାରେ ବଡ ଧୁମ ଧାମରେ ଏହି ବିବାହ ସମ୍ପର୍ଣ୍ଣ ହୋଇଛି। ଏହି ବିବାହରେ ଦୁଇ ପରିବାରର ଲୋକଙ୍କ ସହ ବନ୍ଧୁବାନ୍ଧବ ଓ ଅନ୍ୟ ଅତିଥିମାନେ ମଧ୍ୟ ସାମିଲ ଥିଲେ। ବିବାହ ପାଇଁ ସେ ଆସନ୍ତ କାଲି ଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ୍‌ରେ ସାମିଲ ହୋଇନାହାଁନ୍ତି।

କିଛି ଦିନ ପୂର୍ବରୁ ଭୁବନେଶ୍ୱର କୁମାର ଓ ନୁପୁର ନାଗରଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ନିଜେ ଭୁବି। ଏବଂ ସେହି ସମୟରେ ଜଣାଇଦେଇଥିଲେ ଯେ ଖୁବ ଶୀଘ୍ର ସେ ନୁପୁରଙ୍କୁ ବିବାହ କରିବାକୁ ଯାଉଛନ୍ତି।

https://www.youtube.com/watch?v=jm0DwYRCCKQ&feature=youtu.be

Related story