ହରିଆଣା ବିଧାନସଭା ନିର୍ବାଚନ: ଯୋଗେଶ୍ୱର, ସନ୍ଦୀପ ଓ ବବିତାଙ୍କୁ ମିଳିଲା ଟିକେଟ୍

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ହରିଆଣା ବିଧାନସଭା ନିର୍ବାଚନ ପାଇଁ ୭୮ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଅଲିମ୍ପିକ୍ ପଦକ ବିଜେତା ରେସଲର୍ ଯୋଗେଶ୍ୱର ଦତ୍ତ, ମହିଳା ରେସଲର ବବିତା ଫୋଗଟ୍ ଏବଂ ପୂର୍ବତନ ହକି କ୍ୟାପଟେନ୍ ସନ୍ଦୀପ ସିଂହଙ୍କୁ ବିଜେପି ଟିକେଟ୍ ଦେଇଛି। ଯୋଗେଶ୍ୱର ବରୋଦା ସିଟ୍, ସନ୍ଦୀପ ପିହୋୱା ସିଟ୍ ଏବଂ ବବିତାଙ୍କୁ ଦାଦ୍ରି ବିଧାନସଭା ସିଟରେ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିବେ। ସୂଚନାଯୋଗ୍ୟ, ଯୋଗେଶ୍ୱର, ବବିତା ଓ ସନ୍ଦୀପ ନିକଟରେ ବିଜେତା […]

bjp

bjp

Ranjit Kumar Jena
  • Published: Monday, 30 September 2019
  • Updated: 30 September 2019, 07:08 PM IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ହରିଆଣା ବିଧାନସଭା ନିର୍ବାଚନ ପାଇଁ ୭୮ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଅଲିମ୍ପିକ୍ ପଦକ ବିଜେତା ରେସଲର୍ ଯୋଗେଶ୍ୱର ଦତ୍ତ, ମହିଳା ରେସଲର ବବିତା ଫୋଗଟ୍ ଏବଂ ପୂର୍ବତନ ହକି କ୍ୟାପଟେନ୍ ସନ୍ଦୀପ ସିଂହଙ୍କୁ ବିଜେପି ଟିକେଟ୍ ଦେଇଛି। ଯୋଗେଶ୍ୱର ବରୋଦା ସିଟ୍, ସନ୍ଦୀପ ପିହୋୱା ସିଟ୍ ଏବଂ ବବିତାଙ୍କୁ ଦାଦ୍ରି ବିଧାନସଭା ସିଟରେ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିବେ।

ସୂଚନାଯୋଗ୍ୟ, ଯୋଗେଶ୍ୱର, ବବିତା ଓ ସନ୍ଦୀପ ନିକଟରେ ବିଜେତା ସଦସ୍ୟତା ଗ୍ରହଣ କରିଥିଲେ। ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପିର ସିଇସି ବୈଠକ ହୋଇଥିଲା, ଯେଉଁଥିରେ ହରିଆଣା ବିଧାନସଭା ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ନିର୍ଦ୍ଧାରିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଯୋଗେଶ୍ୱର ୨୦୧୨ ଲଣ୍ଡନ ଅଲିମ୍ପିକ୍ ଗେମ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ହକି ତାରକା ସନ୍ଦୀପ ସିଂହ ଭାରତ ପକ୍ଷରୁ ସର୍ବାଧିକ ଗୋଲ୍ କରିଛନ୍ତି। ସନ୍ଦୀପଙ୍କ ଆତ୍ମଜୀବନୀକୁ ନେଇ 'ସୁରମା' ନାମକ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଥିଲା। ଅନ୍ୟପକ୍ଷରେ ବବିତା ୨୦୧୪ରେ ଗ୍ଲାସଗୋ ଏବଂ ୨୦୧୮ରେ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ରେ ଭାରତ ପକ୍ଷରୁ ସ୍ୱର୍ଣ୍ଣ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story