ଇଂଲଣ୍ଡର ପୂର୍ବତନ ପେସର ବବ୍ ୱିଲିସଙ୍କ ପରଲୋକ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ତଥା ପେସ୍ ବୋଲର ବବ୍ ୱିଲିସଙ୍କର ୭୦ ବର୍ଷ ବୟସରେ ବୁଧବାର ପରଲୋକ ହୋଇଛି। ୱିଲିସ୍ ଥାଇରଏଡ୍ କ୍ୟାନସରରେ ପୀଡ଼ିତ ଥିଲେ, ଯେଉଁକାରଣରୁ ତାଙ୍କର ଚିକିତ୍ସା ଚାଲିଥିଲା। ପୂର୍ବତନ ପେସ୍ ବୋଲର ବବ୍ ନିଜ ଦେଶ ପକ୍ଷରୁ ୯୦ ଟେଷ୍ଟ ମ୍ୟାଚ୍ ଖେଳି ୩୨୫ ୱିକେଟ୍ ନେଇଛନ୍ତି। ବବ୍ ୧୯୭୧ରେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ଏବଂ ଏହା ପରେ ସେ ୧୯୭୩ରେ […]

willis

willis

Ranjit Kumar Jena
  • Published: Wednesday, 04 December 2019
  • Updated: 04 December 2019, 10:17 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ତଥା ପେସ୍ ବୋଲର ବବ୍ ୱିଲିସଙ୍କର ୭୦ ବର୍ଷ ବୟସରେ ବୁଧବାର ପରଲୋକ ହୋଇଛି। ୱିଲିସ୍ ଥାଇରଏଡ୍ କ୍ୟାନସରରେ ପୀଡ଼ିତ ଥିଲେ, ଯେଉଁକାରଣରୁ ତାଙ୍କର ଚିକିତ୍ସା ଚାଲିଥିଲା। ପୂର୍ବତନ ପେସ୍ ବୋଲର ବବ୍ ନିଜ ଦେଶ ପକ୍ଷରୁ ୯୦ ଟେଷ୍ଟ ମ୍ୟାଚ୍ ଖେଳି ୩୨୫ ୱିକେଟ୍ ନେଇଛନ୍ତି।

ବବ୍ ୧୯୭୧ରେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ଏବଂ ଏହା ପରେ ସେ ୧୯୭୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ। ୧୯୮୧ରେ ହେଡିଂଲେରେ ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ଟେଷ୍ଟରେ ସେ ଚମତ୍କାର ବୋଲିଂ କରିଥିଲେ। ସେ ଏହି ଟେଷ୍ଟରେ ୪୩ ରନ୍ ଦେଇ ୮ ୱିକେଟ୍ ନେଇଥିଲେ ଏବଂ ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଅଧିକ ସ୍ମରଣ କରାଯିବ।

୧୯୮୪ରେ ସେ ଇଂଲଣ୍ଡର ସର୍ବାଧିକ ୱିକେଟ୍ ଟେକର ଭାବେ ଅବସର ନେଇଥିଲେ। କିନ୍ତୁ ପରେ ତାଙ୍କ ରେକର୍ଡକୁ ଇଆନ୍ ବୋଥାମ (୩୮୩ ୱିକେଟ୍‌), ଜେମ୍ସ ଆଣ୍ଡରସନ୍ (୫୭୫ ୱିକେଟ୍‌) ଏବଂ ଷ୍ଟୁଆର୍ଟ ବ୍ରଡ୍ (୪୭୧ ୱିକେଟ୍‌) ଭାଙ୍ଗି ଦେଇଥିଲେ। ଦିନିକିଆରେ ସେ ୬୦ ଟେଷ୍ଟ ଖେଳି ୮୦ ୱିକେଟ୍ ନେଇଛନ୍ତି। ତାଙ୍କ ପରଲୋକରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଶୋକ ପ୍ରକାଶ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story