ପିବିଏଲ୍‌-୨କୁ ନେଇ ଉତ୍ସାହିତ ଅଛି: ପିଭି ସିନ୍ଧୁ

ହାଇଦ୍ରାବାଦ: ୨୦୧୭ ଜାନୁଆରୀରେ ହେବାକୁ ଥିବା ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ ଦ୍ୱିତୀୟ ସଂସ୍କରଣ(ପିବିଏଲ୍‌-୨)ରେ ଖେଳିବା ପାଇଁ ଉତ୍ସାହିତ ଅଛି ବୋଲି ଅଲମ୍ପିକ୍‌ରେ ପଦକ ବିଜେତା ପିଭି ସିନ୍ଧୁ କହିଛନ୍ତି। ଏହି ପ୍ରତିଯୋଗିତାରେ ବିଶ୍ୱର ୧ ନମ୍ୱର ଖେଳାଳି କେରୋଲିନା ମାରିନଙ୍କ ସମେତ ବହୁ ପ୍ରତିଷ୍ଠିତ ଖେଳାଳି ଭାଗ ନେଉଛନ୍ତି। ସିନ୍ଧୁ କହିଛନ୍ତି,“ପିବିଏଲ୍‌-୨ରେ ଖେଳିବା ପାଇଁ ମୁଁ ବହୁତ ଉତ୍ସାହିତ ଅଛି। ଆମ ଦେଶର ହେଉଥିବା ଏହି ପ୍ରତିଯୋଗିତାରେ ଆନ୍ତର୍ଜାତିକ ଖେଳାଳିଙ୍କୁ ଦେଖିବାକୁ ମିଳିବ।

sindhu-maran

Rakesh Mallick
  • Published: Tuesday, 13 December 2016
  • , Updated: 15 December 2016, 07:22 AM IST

ହାଇଦ୍ରାବାଦ: ୨୦୧୭ ଜାନୁଆରୀରେ ହେବାକୁ ଥିବା ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ ଦ୍ୱିତୀୟ ସଂସ୍କରଣ(ପିବିଏଲ୍‌-୨)ରେ ଖେଳିବା ପାଇଁ ଉତ୍ସାହିତ ଅଛି ବୋଲି ଅଲମ୍ପିକ୍‌ରେ ପଦକ ବିଜେତା ପିଭି ସିନ୍ଧୁ କହିଛନ୍ତି। ଏହି ପ୍ରତିଯୋଗିତାରେ ବିଶ୍ୱର ୧ ନମ୍ୱର ଖେଳାଳି କେରୋଲିନା ମାରିନଙ୍କ ସମେତ ବହୁ ପ୍ରତିଷ୍ଠିତ ଖେଳାଳି ଭାଗ ନେଉଛନ୍ତି।

ସିନ୍ଧୁ କହିଛନ୍ତି,“ପିବିଏଲ୍‌-୨ରେ ଖେଳିବା ପାଇଁ ମୁଁ ବହୁତ ଉତ୍ସାହିତ ଅଛି। ଆମ ଦେଶର ହେଉଥିବା ଏହି ପ୍ରତିଯୋଗିତାରେ ଆନ୍ତର୍ଜାତିକ ଖେଳାଳିଙ୍କୁ ଦେଖିବାକୁ ମିଳିବ।

Related story