ମ୍ୟାକକୁଲମ୍ କେକେଆର୍ ସହକାରୀ କୋଚ୍!

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ୟାପଟେନ୍ ବ୍ରେଣ୍ଡନ୍ ମ୍ୟାକକୁଲମ୍ ପୁଣିଥରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ଫେରିଛନ୍ତି। ତେବେ ଏଥର ସେ ଖେଳାଳି ନୁହେଁ ବରଂ କୋଚ୍ ଭୂମିକା ତୁଲାଇବେ। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ମ୍ୟାକକୁଲମ୍ ଆଇପିଏଲ୍ ଫ୍ରାଞ୍ଚାଇଜି କେକେଆର୍ ଟିମର ସହକାରୀ କୋଚ୍ ଭାବେ ଚୁକ୍ତି କରିଛନ୍ତି। କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ମ୍ୟାକକୁଲମ୍ କ୍ୟାରିବିୟାନ୍ ପ୍ରିମିୟର୍ ଲିଗର ଟିମ୍ ତ୍ରିନିଦାଦ ନାଇଟ୍ ରାଇଡର୍ସ ସହ ମୁଖ୍ୟ କୋଚ୍ ଭାବେ ଯୋଗଦେବେ। ତେବେ ରୋଚକ କଥା ହେଉଛି, […]

maccullam

maccullam

Ranjit Kumar Jena
  • Published: Friday, 09 August 2019
  • Updated: 09 August 2019, 06:05 PM IST

Sports

Latest News

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ୟାପଟେନ୍ ବ୍ରେଣ୍ଡନ୍ ମ୍ୟାକକୁଲମ୍ ପୁଣିଥରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ଫେରିଛନ୍ତି। ତେବେ ଏଥର ସେ ଖେଳାଳି ନୁହେଁ ବରଂ କୋଚ୍ ଭୂମିକା ତୁଲାଇବେ। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ମ୍ୟାକକୁଲମ୍ ଆଇପିଏଲ୍ ଫ୍ରାଞ୍ଚାଇଜି କେକେଆର୍ ଟିମର ସହକାରୀ କୋଚ୍ ଭାବେ ଚୁକ୍ତି କରିଛନ୍ତି।

କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ମ୍ୟାକକୁଲମ୍ କ୍ୟାରିବିୟାନ୍ ପ୍ରିମିୟର୍ ଲିଗର ଟିମ୍ ତ୍ରିନିଦାଦ ନାଇଟ୍ ରାଇଡର୍ସ ସହ ମୁଖ୍ୟ କୋଚ୍ ଭାବେ ଯୋଗଦେବେ। ତେବେ ରୋଚକ କଥା ହେଉଛି, ଏହି ଦୁଇଟି ଯାକ ଟିମରେ ସେ ସାଇମନ୍ କାଟିଚଙ୍କ ସ୍ଥାନ ନେବେ। ମ୍ୟାକକୁଲମ୍ ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ।

ଅବସର ପରେ ସେ ସାରା ଦୁନିଆରେ ବିଭିନ୍ନ ଟି-୨୦ ଲିଗ୍ ଖେଳିବା ଜାରି ରଖିଥିଲେ। ମ୍ୟାକକୁଲମ୍ ନିଜର ଆଇପିଏଲ୍ କ୍ୟାରିୟର କେକେଆର୍ ଟିମ୍ ସହ ଆରମ୍ଭ କରିଥିଲେ। ସେ ଆଇପିଏଲର ସର୍ବପ୍ରଥମ ମ୍ୟାଚରେ ୧୫୯ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ସେ ପାଞ୍ଚଟି ସଂସ୍କରଣରେ କେକେଆର୍ ଟିମର ସଦସ୍ୟ ଥିଲେ। ଏହା ମଧ୍ୟରେ ସେ ୨୦୦୯ରେ ଟିମର କ୍ୟାପଟେନ୍ ମଧ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story