କାନାଡା ଓପନ‌୍‍ ସେମିରେ ଜ୍ୱାଲା-ଅଶ୍ୱିନୀ; ପ୍ରଣୀତ, ଜୟରାମଙ୍କ ଅଭିଯାନ ଶେଷ

କାଲଗାରି: ଭାରତର ଜ୍ୱାଲା ଗୁଟ୍ଟା-ଅଶ୍ୱିନୀ ପୋନାପ୍ପା ଯୋଡ଼ି ଏଠାରେ ଚାଲିଥିବା କାନାଡା ଓପନ‌୍‍ ବ୍ୟାଡମି ନ ପ୍ରତିଯୋଗିତାର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ହଂକଂର ଚାନ‌୍‍ କାକା ତସଜ କା ଓ ୟୁଏନ ସିନ‌୍‍ ୟିଙ୍ଗ‌୍‍ ଯୋଡ଼ିକୁ ସେମାନେ ୨୧-୧୯ ଓ ୨୧-୧୩ରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ସେମି ଫାଇନାଲରେ ଜ୍ୱାଲା-ଅଶ୍ୱିନୀ ଯୋଡ଼ି ଜାପାନର ଶିହୋ ଟନାକା ଓ କୋହାରୁ ୟୋନେମୋଟୋ ଯୋଡ଼ି ସହିତ ମୁହାଁମୁହିଁ ହେବେ। ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ […]

-jwala-ashwini-play

-jwala-ashwini-play

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 09:44 AM IST

Sports

Latest News

କାଲଗାରି: ଭାରତର ଜ୍ୱାଲା ଗୁଟ୍ଟା-ଅଶ୍ୱିନୀ ପୋନାପ୍ପା ଯୋଡ଼ି ଏଠାରେ ଚାଲିଥିବା କାନାଡା ଓପନ‌୍‍ ବ୍ୟାଡମି ନ ପ୍ରତିଯୋଗିତାର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ହଂକଂର ଚାନ‌୍‍ କାକା ତସଜ କା ଓ ୟୁଏନ ସିନ‌୍‍ ୟିଙ୍ଗ‌୍‍ ଯୋଡ଼ିକୁ ସେମାନେ ୨୧-୧୯ ଓ ୨୧-୧୩ରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ସେମି ଫାଇନାଲରେ ଜ୍ୱାଲା-ଅଶ୍ୱିନୀ ଯୋଡ଼ି ଜାପାନର ଶିହୋ ଟନାକା ଓ କୋହାରୁ ୟୋନେମୋଟୋ ଯୋଡ଼ି ସହିତ ମୁହାଁମୁହିଁ ହେବେ।

୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିବା ଜ୍ୱାଲା-ଅଶ୍ୱିନୀ ଯୋଡ଼ି ଗତ ସପ୍ତାହରେ ୟୁଏସ‌୍‍ ଓପନ‌୍‍ ଗ୍ରାଁ ପ୍ରିକ୍ସ ଗୋଲ୍ଡ‌୍‍ ଟୁର୍ଣ୍ଣାମେ ରେ ମଧ୍ୟ ସେମି ଫାଇନାଲକୁ ଉନ୍ନୀତ ହୋଇଥିଲେ।

ଅନ୍ୟପକ୍ଷରେ ‌‍କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ଅନ୍ୟତମ ଭାରତୀୟ ମହିଳା ଯୋଡ଼ି ପ୍ରଜ୍ଞା ଗାଡେର ଓ ଏନ ସିକ ରେଡ୍ଡୀ ପରାସ୍ତ ହୋଇଯାଇଛନ୍ତି। ଏହି ଯୋଡ଼ି ପୁନ‌୍‍ ଲକ‌୍‍ ୟାନ‌୍‍ ଓ ସେ ୟିଙ୍ଗ‌୍‍ ସୁଏତଙ୍କ ଠାରୁ ୧୮-୨୧, ୨୫-୨୩ ଓ ୧୫-୨୧ରେ ହାରି ଯାଇଛନ୍ତି। ସେହିପରି ପୁରୁଷ ଏକକ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବି ସାଇ ପ୍ରଣୀତ ଓ ଅଜୟ ଜୟରାମ ମଧ୍ୟ ହାରି ଯାଇଛନ୍ତି।

ଅଲିମ୍ପିକରେ ଦୁଇ ଥର ରୌପ୍ୟ ପଦକ ବିଜେତା ତଥା ବିଶ୍ୱର ପୂର୍ବତନ ୧ ନମ୍ୱର ଖେଳାଳି ଲି ଚୋଙ୍ଗ ୱେଇଙ୍କ ଠାରୁ ୧୩-୨୧,୨୧-୧୮ ଓ ୧୧-୨୧ରେ ପ୍ରଣୀତ ହାରି ଯାଇଛନ୍ତି। ଆଉ ଏହା ସହିତ ଗତ ଦୁଇ ସପ୍ତାହ ମଧ୍ୟରେ ସେ ଲଗାତାର ଦ୍ୱିତୀୟ ଥର ପାଇଁ ଲିଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଗତ ସପ୍ତାହରେ ୟୁଏସ ଓପନର ସେମି ଫାଇନାଲରେ ଲିଙ୍କ ଠାରୁ ହାରି ଯାଇଥିଲେ।

ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଜର୍ମାନୀର ମାର୍କ ଜ୍ୱିବ୍ଲର ନବମ‌୍‍ ସିଡର ଜୟରାମଙ୍କୁ ୨୧-୧୬, ୨୧-୧୫ରେ ପରାସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story