୪ଦିନିଆ ସର୍ବଭାରତୀୟ ପଟିଆ କପ୍ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭୁବନେଶ୍ୱର : ଭୁବନେଶ୍ୱର ପଟିଆରେ ଠାରେ ଚାଲିଥିବା ୪ଦିନିଆ ସର୍ବଭାରତୀୟ ପଟିଆ କପ୍ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ପୁରୁଷ ବର୍ଗରେ ଓଏନଜିସି ଏବଂ ମହିଳା ବର୍ଗରେ ହରିୟାଣା ଚାମ୍ପିୟନ ହୋଇଛନ୍ତି। ଗତକାଲି ଖେଳାଯାଇଥିବା ଫ।ଇନାଲ ମ୍ୟାଚରେ ପୁରୁଷ ବର୍ଗରେ ଓଏନଜିକି ୨୭-୨୧ରେ ସିଆରପିଏଫକୁ ପରାସ୍ତ କରିଥିଲା। ସେହିପରି ମହିଳା ବର୍ଗରେ ହରିୟାଣା ୨୦-୧୬ରେ ଛତିଶଗଡକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩ଲକ୍ଷ ଟଙ୍କ। ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି […]

kabbadi

Rakesh Mallick
  • Published: Monday, 18 May 2015
  • , Updated: 18 May 2015, 03:10 AM IST

ଭୁବନେଶ୍ୱର : ଭୁବନେଶ୍ୱର ପଟିଆରେ ଠାରେ ଚାଲିଥିବା ୪ଦିନିଆ ସର୍ବଭାରତୀୟ ପଟିଆ କପ୍ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ପୁରୁଷ ବର୍ଗରେ ଓଏନଜିସି ଏବଂ ମହିଳା ବର୍ଗରେ ହରିୟାଣା ଚାମ୍ପିୟନ ହୋଇଛନ୍ତି। ଗତକାଲି ଖେଳାଯାଇଥିବା ଫ।ଇନାଲ ମ୍ୟାଚରେ ପୁରୁଷ ବର୍ଗରେ ଓଏନଜିକି ୨୭-୨୧ରେ ସିଆରପିଏଫକୁ ପରାସ୍ତ କରିଥିଲା। ସେହିପରି ମହିଳା ବର୍ଗରେ ହରିୟାଣା ୨୦-୧୬ରେ ଛତିଶଗଡକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩ଲକ୍ଷ ଟଙ୍କ। ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଏକ୍ସସାଇଜ କମିଶନର ସଂଜିବ ଦେୱଲକର, କଳିଙ୍ଗ କବାଡି ଏକାଡେମୀର ସଭାପତି ବିନୟ ରାଉତ, ଆବାହକ ଦିଲ୍ଲିପ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଟ୍ରଫି ପ୍ରଦାନ କରିଥିଲେ। ସାରା ଦେଶରୁ ବଛା ବଛା ୧୪ଟି ପୁରୁଷ ଦଳ ଏବଂ ୧୦ଟି ମହିଳା ଦଳ ଭାଗନେଇଥିଲେ।

Related story