ନବୀନଙ୍କ ମନୋରମ ସନ୍ଧ୍ୟା: ଗାଡିରେ ବୁଲିଲେ, ଫଟୋ ଉଠାଇଲେ

Ordigital Desk
  • Published: Saturday, 01 July 2017
  • , Updated: 01 July 2017, 10:46 PM IST
<p>ଭୁବନେଶ୍ୱର:ଏସିଆନ ଆଥେଲେଟିକ ଚାମ୍ପିୟନସିପ୍ ପାଇଁ କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମି ନବୀକରଣର ଉଦଘାଟନ୍ ଉତ୍ସବରେ ନବୀନଙ୍କୁ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଅନ୍ଦାଜରେ। ପାଦରେ ଚାଲି ଚାଲି ପଡିଆ ବୁଲି ଦେଖିଥିଲେ ନବୀନ। ଖାଲି ଏତିକି ନୁହେଁ ଫଟୋ ପାଇଁ ପୋଜ ଦେବା ବେଳେ ବେଶ୍ ଖୁସି ଜଣାପଡୁଥିଲେ ସେ। ଏହି ଦୃଶ୍ୟକୁ କଏଦ୍ କରିଥିଲା ଓଡ଼ିଶା ରିପୋର୍ଟରର କ୍ୟାମେରା ଟିମ୍। ଦେଖନ୍ତୁ ଏହି ଭିଡିଓ</p>

Related story