ପାକିସ୍ତାନ-ଆଫ୍‌ଗାନିସ୍ତାନ ସମର୍ଥକଙ୍କ ମଧ୍ୟରେ ମାରପିଟ୍‌

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ରେ ଗତକାଲି ଖେଳା ଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍‌ରେ ପାକିସ୍ତାନ ୩ ୱିକେଟ୍‌ରେ ଆଫ୍‌ଗାନିସ୍ତାନକୁ ହରାଇଥିଲା। ଶେଷ ଓଭର (୪୯.୩)ରେ ଦଳ ବିଜୟ ହାସଲ କରିଥିବା ବେଳେ ମ୍ୟାଚ୍‌ ପରେ ପରେ ପଡ଼ିଆରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନ ଓ ଆଫ୍‌ଗାନିସ୍ତାନର ସମର୍ଥକମାନେ ପଡ଼ିଆ ମଝିରେ ମାରପିଟ୍‌ ହୋଇଯାଇଥିଲେ। ଏପରିକି ଆଫଗାନିସ୍ତାନ ସମର୍ଥକମାନେ ଫ୍ୟାଭିଲିୟନକୁ ଫେରୁଥିବା ପାକିସ୍ତାନର ଦୁଇ ବ୍ୟାଟ୍ସମ୍ୟାନଙ୍କୁ ମାରପିଟ୍‌ କରିଥିଲେ। ସେହିପରି ପାକିସ୍ତାନ ପ୍ରଶଂସକଙ୍କ ମାଡ଼ରେ ଆଫଗାନିସ୍ତାନର […]

crick1

crick1

Jitendra Garnayak
  • Published: Sunday, 30 June 2019
  • Updated: 30 June 2019, 12:14 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ରେ ଗତକାଲି ଖେଳା ଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍‌ରେ ପାକିସ୍ତାନ ୩ ୱିକେଟ୍‌ରେ ଆଫ୍‌ଗାନିସ୍ତାନକୁ ହରାଇଥିଲା। ଶେଷ ଓଭର (୪୯.୩)ରେ ଦଳ ବିଜୟ ହାସଲ କରିଥିବା ବେଳେ ମ୍ୟାଚ୍‌ ପରେ ପରେ ପଡ଼ିଆରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନ ଓ ଆଫ୍‌ଗାନିସ୍ତାନର ସମର୍ଥକମାନେ ପଡ଼ିଆ ମଝିରେ ମାରପିଟ୍‌ ହୋଇଯାଇଥିଲେ। ଏପରିକି ଆଫଗାନିସ୍ତାନ ସମର୍ଥକମାନେ ଫ୍ୟାଭିଲିୟନକୁ ଫେରୁଥିବା ପାକିସ୍ତାନର ଦୁଇ ବ୍ୟାଟ୍ସମ୍ୟାନଙ୍କୁ ମାରପିଟ୍‌ କରିଥିଲେ। ସେହିପରି ପାକିସ୍ତାନ ପ୍ରଶଂସକଙ୍କ ମାଡ଼ରେ ଆଫଗାନିସ୍ତାନର ଜଣେ ଖେଳାଳି ଆହତ ହୋଇଛନ୍ତି। ତାଙ୍କ ବେକରେ ଆଘାତ ଲାଗିଛି। ଏ ଘଟଣାର ଏକ ଫଟୋ ଭାଇରାଲ୍ ହେଉଛି, ଯେଉଁଥିରେ ଆଇସିସିର ଜଣେ ସୁରକ୍ଷାକର୍ମୀ ଜଣେ ସମର୍ଥକଙ୍କୁ କାବୁ କରି ନେଇଛନ୍ତି।

ଅନ୍ୟପକ୍ଷରେ ଗତକାଲି ଷ୍ଟାଡିୟମ୍‌ରେ ମଧ୍ୟ ଦୁଇ ଦେଶର ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ବୋତଲ ଓ ଚୌକି ଆଦି ଫୋପାଡ଼ି ଥିଲେ। ତା’ସହିତ ସେମାନେ ମୁଥା ମରାମରି ହୋଇଥିଲେ।

ଷ୍ଟାଡିୟମ ବାହାରେ ବି ଦୁଇ ଦେଶର ସମର୍ଥକଙ୍କ ମଧ୍ୟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story