ଭାରତ ବିପକ୍ଷରେ ଏକାଧିକ ଦିବାରାତ୍ର ଟେଷ୍ଟ ଖେଳିବାକୁ ଚାହେଁ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ୨୦୨୧ରେ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ଗସ୍ତରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷ ଗୋଟିଏରୁ ଅଧିକ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ବିସିସିଆଇକୁ ଅନୁରୋଧ କରିବ। ଉଭୟ ବୋର୍ଡର ଅଧିକାରୀ ଆସନ୍ତାବର୍ଷ ଜାନୁଆରୀରେ ହେବାକୁଥିବା ଦିନିକିଆ ସିରିଜ୍ ବେଳେ ଉଭୟ ବୋର୍ଡ ପରସ୍ପରକୁ ସାକ୍ଷାତ କରିବେ। ଏଥିରେ ଏହି ଦିବାରାତ୍ର ଟେଷ୍ଟ ନେଇ ଆଲୋଚନା କରାଯିବ। କୋଲକାତାରେ ବାଂଲାଦେଶ ବିପକ୍ଷରେ ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟ ବିଜୟ ପରେ ଅଷ୍ଟ୍ରେଲିଆ ଏହି ପ୍ରସ୍ତାବକୁ […]

team-india

team-india

Ranjit Kumar Jena
  • Published: Friday, 06 December 2019
  • Updated: 06 December 2019, 05:06 PM IST

ନୂଆଦିଲ୍ଲୀ: ୨୦୨୧ରେ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ଗସ୍ତରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷ ଗୋଟିଏରୁ ଅଧିକ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ବିସିସିଆଇକୁ ଅନୁରୋଧ କରିବ। ଉଭୟ ବୋର୍ଡର ଅଧିକାରୀ ଆସନ୍ତାବର୍ଷ ଜାନୁଆରୀରେ ହେବାକୁଥିବା ଦିନିକିଆ ସିରିଜ୍ ବେଳେ ଉଭୟ ବୋର୍ଡ ପରସ୍ପରକୁ ସାକ୍ଷାତ କରିବେ। ଏଥିରେ ଏହି ଦିବାରାତ୍ର ଟେଷ୍ଟ ନେଇ ଆଲୋଚନା କରାଯିବ।

କୋଲକାତାରେ ବାଂଲାଦେଶ ବିପକ୍ଷରେ ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟ ବିଜୟ ପରେ ଅଷ୍ଟ୍ରେଲିଆ ଏହି ପ୍ରସ୍ତାବକୁ ନେଇ ଅଧିକ ଉତ୍ସାହିତ ହୋଇପଡ଼ିଛି। କ୍ରିକେଟ୍ ଅଷ୍ଟ୍ରେଲିଆର ଅଧ୍ୟକ୍ଷ ଅର୍ଲ ଏଡିଙ୍ଗସଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ବେଳେ ବିସିସିଆଇ ଅଧିକାରୀଙ୍କୁ ଭେଟିବେ।

ଏଡିଙ୍ଗସ୍ କହିଛନ୍ତି, ଭାରତ ତା'ର ପ୍ରଥମ ଦିବାରାତ୍ର ଟେଷ୍ଟ ଖେଳିସାରିଛି। ଏବେ ସେମାନେ ଏଥିପାଇଁ ନିଶ୍ଚିତ ପ୍ରସ୍ତୁତ ଥିବେ। ମୋ ବିଶ୍ୱାସ ଯେ, ସେମାନେ ଆଗାମୀ ଦିନରେ ଆହୁରି ଦିବାରାତ୍ର ଟେଷ୍ଟ ଖେଳିବେ। ତେବେ ଏଥିପାଇଁ ଆମକୁ ଜାନୁଆରୀ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଆମେ ଚାହୁଁଛୁ ଯେ ବିସିସିଆଇ ପରବର୍ତ୍ତୀ ଅଷ୍ଟ୍ରେଲିଆ ଗସ୍ତରେ ୪ଟି ବଦଳରେ ୫ଟି ଟେଷ୍ଟ ଖେଳିବାକୁ ରାଜି ହେଉ, ଯଦ୍ଦ୍ୱାରା ଆମେ ଗୋଟିଏ ବଦଳରେ ଅଧିକ ଦିବାରାତ୍ର ଟେଷ୍ଟ ଖେଳିପାରିବୁ। କିନ୍ତୁ ଏସବୁ ଭାରତ ଉପରେ ନିର୍ଭର କରେ ବୋଲି ଏଡିଙ୍ଗସ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story