କ୍ରିକେଟ୍‌ର ୩ଟି ଫର୍ମାଟରେ ଅଧିନାୟକ ହେବି ବୋଲି କେବେ ଭାବି ନ ଥିଲି: କୋହଲି

ପୁଣେ: ଟେଷ୍ଟ ପରେ ଦିନିକିଆ ଓ ଟି-୨୦ର ଅଧିନାୟକ ଦାୟିତ୍ୱ ପାଇବା ପରେ ବିରାଟ କୋହଲି ଖୁସି ଯାହିର କରିଛନ୍ତି। ସେ କହିଛନ୍ତି,“ମୁଁ କେବେ ଭାବି ନ ଥିଲି ଭରତୀୟ ଦଳର ୩ଟି ଫର୍ମାଟରେ ଅଧିନାୟକ ହେବି।” ସେ ଆହୁରି କହିଛନ୍ତି,“ମୋ ଜୀବନରେ ଏମିତି ଦିନ ଆସିବ ବୋଲି କେବେ ଚିନ୍ତା କରି ନ ଥିଲି। ମୁଁ ଯେତେବେଳେ ପ୍ରଥମେ ଭାରତୀୟ ଦଳରେ ସାମିଲ ହୋଇଥିଲି, ସବୁବେଳେ ନିଜ ପ୍ରଦର୍ଶନ କେମିତି ଭଲ ହେବ ଚିନ୍ତା କରୁଥିଲି। […]

Virat-Kohli

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 10:51 PM IST

ପୁଣେ: ଟେଷ୍ଟ ପରେ ଦିନିକିଆ ଓ ଟି-୨୦ର ଅଧିନାୟକ ଦାୟିତ୍ୱ ପାଇବା ପରେ ବିରାଟ କୋହଲି ଖୁସି ଯାହିର କରିଛନ୍ତି। ସେ କହିଛନ୍ତି,“ମୁଁ କେବେ ଭାବି ନ ଥିଲି ଭରତୀୟ ଦଳର ୩ଟି ଫର୍ମାଟରେ ଅଧିନାୟକ ହେବି।”

ସେ ଆହୁରି କହିଛନ୍ତି,“ମୋ ଜୀବନରେ ଏମିତି ଦିନ ଆସିବ ବୋଲି କେବେ ଚିନ୍ତା କରି ନ ଥିଲି। ମୁଁ ଯେତେବେଳେ ପ୍ରଥମେ ଭାରତୀୟ ଦଳରେ ସାମିଲ ହୋଇଥିଲି, ସବୁବେଳେ ନିଜ ପ୍ରଦର୍ଶନ କେମିତି ଭଲ ହେବ ଚିନ୍ତା କରୁଥିଲି। ଭଲ ପ୍ରଦର୍ଶନ କରି କ୍ୟାରିୟର ଆରମ୍ଭ କରିବା ସହ ଦଳ ଜିତିବାରେ ସହାୟକ କେମିତି ହୋଇପାରିବି ଭାବୁଥିଲି।”

Related story