୪୫ ବର୍ଷ ବୟସରେ ବି କମିନି ଜଲୱା: ବିସ୍ଫୋରକ ୧୯୦ ରନ ସହ ଲାବୁଶେନଙ୍କ ୱିକେଟ ନେଲେ

ମେଲବର୍ଣ୍ଣ: କୁହାଯାଏ ବୟସ କେବଳ ଗୋଟିଏ ସଂଖ୍ୟା। ଏହାକୁ ସତ ପ୍ରମାଣିତ କରିଛନ୍ତି ୪୫ ବର୍ଷୀୟ ଡାରେନ ଷ୍ଟେଭେନ୍ସ। ପ୍ରଥମ ଶ୍ରେଣୀ କ୍ରିକେଟର ଏହି ଭେଟରାନ ଖେଳାଳୀ ମାତ୍ର ୧୪୯ ବଲରେ ବିସ୍ଫୋରକ ୧୯୦ ରନ କରିବା ପରେ ଷ୍ଟାର କ୍ରିକେଟର ମାର୍ନସ ଲାବୁଶେନଙ୍କ ୱିକେଟ ଦଖଲ କରିଛନ୍ତି। କେଣ୍ଟ ପକ୍ଷରୁ କାଉଣ୍ଟି ଚାମ୍ପିୟନଶିପ ଖେଳୁଥିବା ଡାରେନ ଗ୍ଲାମୋର୍ଗାନ ବିପକ୍ଷରେ ନିଜର ଜଲୱା ଦେଖାଇଛନ୍ତି। ତାଙ୍କ ବୋଲିଂ ଓ ବ୍ୟାଟିଂ କୌଣସି ଯୁବ କ୍ରିକେଟରଙ୍କ ଠାକୁ କମ […]

Dareen

Dareen

Hemant Lenka
  • Published: Saturday, 22 May 2021
  • Updated: 22 May 2021, 11:31 AM IST

Sports

Latest News

ମେଲବର୍ଣ୍ଣ: କୁହାଯାଏ ବୟସ କେବଳ ଗୋଟିଏ ସଂଖ୍ୟା। ଏହାକୁ ସତ ପ୍ରମାଣିତ କରିଛନ୍ତି ୪୫ ବର୍ଷୀୟ ଡାରେନ ଷ୍ଟେଭେନ୍ସ। ପ୍ରଥମ ଶ୍ରେଣୀ କ୍ରିକେଟର ଏହି ଭେଟରାନ ଖେଳାଳୀ ମାତ୍ର ୧୪୯ ବଲରେ ବିସ୍ଫୋରକ ୧୯୦ ରନ କରିବା ପରେ ଷ୍ଟାର କ୍ରିକେଟର ମାର୍ନସ ଲାବୁଶେନଙ୍କ ୱିକେଟ ଦଖଲ କରିଛନ୍ତି।

କେଣ୍ଟ ପକ୍ଷରୁ କାଉଣ୍ଟି ଚାମ୍ପିୟନଶିପ ଖେଳୁଥିବା ଡାରେନ ଗ୍ଲାମୋର୍ଗାନ ବିପକ୍ଷରେ ନିଜର ଜଲୱା ଦେଖାଇଛନ୍ତି। ତାଙ୍କ ବୋଲିଂ ଓ ବ୍ୟାଟିଂ କୌଣସି ଯୁବ କ୍ରିକେଟରଙ୍କ ଠାକୁ କମ ନୁହେଁ। ସେ ୪୫ ବର୍ଷ ବୟସରେ ପାଦ ଥାପିଥିଲେ ହେଁ ପୂରା ଜୋଶରେ କ୍ରିକେଟ ଖେଳ ଜାରି ରଖିଛନ୍ତି। ତାଙ୍କ ବୋଲିଂ ଓ ବ୍ୟାଟିଂର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ମ୍ୟାଚ୍‌ରେ ଗ୍ଲାମୋର୍ଗାନ ପ୍ରଥମେ ବୋଲିଂ କରୁଛି। ପ୍ରଥମ ଇନିଂସରେ କେଣ୍ଟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ଡାରେନ ସବୁ ଆକଳନରେ ପାଣି ପକାଇ କେଣ୍ଟ ପାଇଁ ଲଢ଼େଇ କରିଥିଲେ। ସେ ମାତ୍ର ୧୪୯ ବଲର୍‌ରେ ୧୯୦ ରନ୍‌ କରି ଦଳକୁ ସମ୍ମାନଜନ ସ୍ଥିତିରେ ପହଞ୍ଚାଇଥିଲେ। ପ୍ରଥମ ୱିକେଟ ପାଇଁ କେଣ୍ଟର ଦୁଇ ଓପନର ୬୦ ରନ୍‌ ଯୋଡ଼ିଥିଲେ।

ହେଲେ ଏହାପରେ ଦଳ ୩୨ ରନ୍‌ରେ ୭ ୱିକେଟ ହରାଇଥିଲା। ଏହାପରେ ଡାରେନ ଓ ନାଥନ ଗିଲେସ୍ପି ୩୬ ରନ୍ ଯୋଡ଼ିଥିଲେ। ନାଥନ ଆଉଟ ହୋଇଯାଇଥିଲେ ହେଁ ଡାରେନ ୯ମ ୱିକେଟ ପାଇଁ ମିଗୁଇଲ କମିନ୍ସଙ୍କ ସହ ୧୬୬ ରନ୍‌ର ଭାଗିଦାରୀ କରିଥିଲେ। ଏଥିସହ ସେ ନିଜର ଶତକ ହାସଲ କରିଥିଲେ। ୧୪୯ ବଲରେ ୧୯୦ ରନ୍ କରି ଡାରେନ ଆଉଟ ହେବାରୁ କେଣ୍ଟର ଇନିଂସ ୩୦୭ରେ ଅଟକି ଯାଇଥିଲା।

ଏହାର ଜବାବରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଗ୍ଲାମୋର୍ଗାନ ୨ ୱିକେଟ ହରାଇ ୪୮ ରନ୍ କରିଛି। ଦଳର ଅଭିଜ୍ଞ ଲାବୁଶେନଙ୍କୁ ଡାରେନ ଆଉଟ କରି ଗ୍ଲାମୋର୍ଗାନକୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି।

୧୨୮ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରିଥିବା ଡାରେନ ତାଙ୍କ ୧୯୦ ରନ୍‌ର ଇନିଂସରେ ୧୫ଟି ଚୌକା ଓ ୧୫ଟି ଛକା ମାରିଛନ୍ତି। ଏହା ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟରର ୩୬ତମ ଶତକ। ଏଯାଏ ଡାରେନ ୩୧୫ଟି ପ୍ରଥମ ଶ୍ରେଶୀ ମ୍ୟାଚ୍ ଖେଳି ୧୫୯୪୦ ରନ୍‌ କରିଛନ୍ତି। ଏହି ଅଲରାଉଣ୍ଡର ଜଣଙ୍କ ଖାତାରେ ୫୬୫ଟି ୱିକେଟ ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story