ଦିବାରାତ୍ର ଟେଷ୍ଟ ପୂର୍ବରୁ ଦଳରେ ସାମିଲ ହେଲେ ଅକ୍ଷର ପଟେଲ, ବାଦ ପଡ଼ିଲେ ଏହି ଖେଳାଳି

ବେଙ୍ଗାଲୁରୁ: ଭାରତ-ଶ୍ରୀଲଙ୍କା ଐତିହାସିକ ଦିବାରାତ୍ର ଟେଷ୍ଟ ପୂର୍ବରୁ ଦଳରେ ସାମିଲ ହୋଇଛନ୍ତି ବାମହାତୀ ସ୍ପିନର ଅକ୍ଷର ପଟେଲ। ଆହତ କାରଣରୁ ସେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ସ୍କ୍ୱାଡରେ ସାମିଲ ହୋଇ ନଥିଲେ। କିନ୍ତୁ ଏବେ ସେ ମାର୍ଚ୍ଚ ୧୨ରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଦିବାରାତ୍ର ଟେଷ୍ଟ ପୂର୍ବରୁ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। କୁଲଦୀପ ଯାଦବଙ୍କୁ ବାଦ ଦେଇ ଟିମ୍‌ ମ୍ୟାନେଜମେଣ୍ଟ ଅକ୍ଷରଙ୍କୁ ସୁଯୋଗ ଦେଇଛି। ବିସିସିଆଇ ଗୋଟିଏ ବିବୃତିରେ କହିଛି, “ବେଙ୍ଗାଲୁରୁରେ […]

axar

axar

Hemant Lenka
  • Published: Tuesday, 08 March 2022
  • Updated: 08 March 2022, 03:12 PM IST

Sports

Latest News

ବେଙ୍ଗାଲୁରୁ: ଭାରତ-ଶ୍ରୀଲଙ୍କା ଐତିହାସିକ ଦିବାରାତ୍ର ଟେଷ୍ଟ ପୂର୍ବରୁ ଦଳରେ ସାମିଲ ହୋଇଛନ୍ତି ବାମହାତୀ ସ୍ପିନର ଅକ୍ଷର ପଟେଲ। ଆହତ କାରଣରୁ ସେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ସ୍କ୍ୱାଡରେ ସାମିଲ ହୋଇ ନଥିଲେ। କିନ୍ତୁ ଏବେ ସେ ମାର୍ଚ୍ଚ ୧୨ରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଦିବାରାତ୍ର ଟେଷ୍ଟ ପୂର୍ବରୁ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। କୁଲଦୀପ ଯାଦବଙ୍କୁ ବାଦ ଦେଇ ଟିମ୍‌ ମ୍ୟାନେଜମେଣ୍ଟ ଅକ୍ଷରଙ୍କୁ ସୁଯୋଗ ଦେଇଛି।

ବିସିସିଆଇ ଗୋଟିଏ ବିବୃତିରେ କହିଛି, “ବେଙ୍ଗାଲୁରୁରେ ୧୨ରୁ ୧୬ ତାରିଖ ଯାଏ ଖେଳା ଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଚୟନ କମିଟି ଭାରତୀୟ ସ୍କ୍ୱାଡରେ ଅକ୍ଷର ପଟେଲଙ୍କୁ ସାମିଲ କରିଛି। ଅଲରାଉଣ୍ଡର ଅକ୍ଷର ପଟେଲ ତାଙ୍କ ରିହାବ ପ୍ରକ୍ରିୟା ଶେଷ କରିଛନ୍ତି ଓ ସେ ମ୍ୟାଚ ଖେଳିବାକୁ ଫିଟ ବୋଲି ବିସିସିଆଇ ମେଡିକାଲ ଟିମ୍‌ ଅନୁମତି ଦେଇଛି। ତେଣୁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ସ୍କ୍ୱାଡରେ ସାମିଲ କରାଯାଇଛି।”

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟକୁ ଟିମ ଇଣ୍ଡିଆ ଇନିଂସ ଓ ୨୨୨ ରନ୍‌ରେ ଜିତିଥିଲା। ଏହି ମ୍ୟାଚ୍‌ରେ କୁଲଦୀପ ଯାଦବ ଖେଳି ନଥିଲେ। ଏବେ ତାଙ୍କୁ ପୂରା ଟେଷ୍ଟ ସ୍କ୍ୱାଡରୁ ବାଦ ଦିଆଯାଇଛି। ପ୍ରଥମ ଟେଷ୍ଟରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦମଦାର ପ୍ରଦର୍ଶନ କରିଥିଲେ।

ସେ ପ୍ରଥମେ ବ୍ୟାଟିଂରେ ଅପରାଜିତ ୧୭୫ ରନ ଓ ପରେ ବୋଲିରେ ନିଜର ଯାଦୁ ଦେଖାଇଥିଲେ। ପ୍ରଥମ ଇନିଂସରେ ଜାଡେଜା ୫ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କାର ୪ ଜଣ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ଅନ୍ୟପକ୍ଷରେ ମୋହାଲିରେ ନିଜର ୧୦୦ତମ ଟେଷ୍ଟ ଖେଳିଥିବା ବିରାଟ କୋହଲିଙ୍କ ଉପରେ ପୁଣି ସମସ୍ତଙ୍କ ନଜର ରହିଛି। କାରଣ ବିରାଟଙ୍କ ହୋମ ଗ୍ରାଉଣ୍ଡ କୁହାଯାଉଥିବା ବେଙ୍ଗାଲୁରୁରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍‌ରେ ବିରାଟଙ୍କ ବ୍ୟାଟରୁ କ୍ରିକେଟ ପ୍ରେମୀ ବଡ଼ ସ୍କୋର ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story