ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତଲା ହାଇଦ୍ରାବାଦ

ପୁଣେ: ଚଳିତ ଆଇପିଏଲରେ ନିଜ ନିଜର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଆଜି ମୈଦାନକୁ ଓହ୍ଲାଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ଅଧିନାୟକ କେନ ୱିଲିୟମସନ ଟସ୍‌ ଜିତି ସଞ୍ଜୁ ସାମସନଙ୍କ ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ୨୦୨୧ ସିଜିନରେ ହାଇଦ୍ରାବାଦ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏବେ ନୂଆ ଟିମ୍‌ କିମ୍ବିନେସନ ସହ ଦଳ କେମିତି ପ୍ରଦର୍ଶନ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ରାଜସ୍ଥାନ ମଧ୍ୟ […]

toss

toss

Hemant Lenka
  • Published: Tuesday, 29 March 2022
  • Updated: 29 March 2022, 07:16 PM IST

Sports

Latest News

ପୁଣେ: ଚଳିତ ଆଇପିଏଲରେ ନିଜ ନିଜର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଆଜି ମୈଦାନକୁ ଓହ୍ଲାଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ଅଧିନାୟକ କେନ ୱିଲିୟମସନ ଟସ୍‌ ଜିତି ସଞ୍ଜୁ ସାମସନଙ୍କ ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି।

୨୦୨୧ ସିଜିନରେ ହାଇଦ୍ରାବାଦ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏବେ ନୂଆ ଟିମ୍‌ କିମ୍ବିନେସନ ସହ ଦଳ କେମିତି ପ୍ରଦର୍ଶନ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ରାଜସ୍ଥାନ ମଧ୍ୟ ଅନେକ ଭେଟରାନ ଖେଳାଳିଙ୍କୁ ମେଗା ନିଲାମ ବେଳେ ନିଜ ସହ ସାମିଲ କରିଛି। ତେଣୁ ପ୍ରଥମ ମ୍ୟାଚ୍‌ ଉଭୟ ଦଳ କେଉଁ ରଣନୀତିକ ଆପଣାଉଛନ୍ତି, ତା’କୁ କ୍ରିକେଟପ୍ରେମୀ ଅପେକ୍ଷା କରି ରହିଛନ୍ତି।

ରାଜସ୍ଥାନ ପକ୍ଷରୁ ଆଜି ୭ ଜଣ ଖେଳାଳି ଡେବ୍ୟୁ କରୁଛନ୍ତି। ଏଥିସହ ଦଳ ୪ ବିଦେଶୀ ଖେଳାଳି ଜୋଶ ବଟଲର, ଶିମରନ ହେଟମେୟର, ନାଥନ କୁଲ୍ଟର ନାଇଲ ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି। ଏହାବାଦ ସ୍ପିନ କମ୍ବୋ ୟୁଜବେନ୍ଦର ଚହଲ ଓ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ରାଜସ୍ଥାନରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଯଶସ୍ୱୀ ଜୈଶୱାଲ, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ, ରିୟାନ ପରାଗ ଓ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଆଜିର ମ୍ୟାଚ ଖେଳୁଛନ୍ତି। ବଟଲର, ସାମସନ, ରିୟାନ ପରାଗ ଓ ଜୈସୱାଲଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ମେଗା ଅକସନ ବେଳେ ରାଜସ୍ଥାନ ସ୍କ୍ୱାଡକୁ ଆସିଥିଲେ।

ହାଇଦ୍ରାବାଦର ୪ ବିଦେଶୀ ଖେଳାଳି ଭାବେ ଅଧିନାୟକ କେନ ୱିଲିୟମସନ, ଆଡେନ ମାର୍କମ, ନିକୋଲ୍ସ ପୁରନ ଓ ରୋମାରିଓ ଶେଫର୍ଡ ରହିଛନ୍ତି। ଶେଫର୍ଡ ଆଜି ଆଇପିଏଲରେ ଡେବ୍ୟୁ କରୁଛନ୍ତି। ଏମାନଙ୍କ ବ୍ୟତୀତ ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଅବଦୁଲ ସାମନ, ୱାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ଟି ନଟରାଜନ ଓ ଉମରାନ ମଲିକ ଦଳରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story