ତାଲିବାନକୁ ଅଷ୍ଟ୍ରେଲିଆର ଚେତାବନୀ! ଯଦି ମହିଳା କ୍ରିକେଟକୁ ସମର୍ଥନ ନମିଳେ, ତାହେଲେ...

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ତା’ର ଅସଲ୍ ରୂପ ଦେଖାଇବା ଆରମ୍ଭ କରିଦେଇଛି। ତାଲିବାନ ସ୍ପଷ୍ଟ କରିଦେଇଛି ଯେ ଆଫଗାନିସ୍ତାନରେ ମହିଳାଙ୍କୁ କ୍ରିକେଟ୍ ସମେତ ଅନ୍ୟ କୌଣସି ଖେଳ ଖେଳିବାକୁ ଅନୁମତି ମିଳିବ ନାହିଁ। ତାଲିବାନ ଦ୍ୱାରା ମହିଳା କ୍ରିକେଟକୁ ବ୍ୟାନ୍ କରିବାର ପ୍ରଭାବ ଏବେ ପୁରୁଷ କ୍ରିକେଟ୍ ଟିମ୍ ଉପରେ ପଡ଼ିବାକୁ ଯାଉଛି। କ୍ରିକେଟ୍ ଅଷ୍ଟ୍ରେଲିଆ ରୋକଠୋକ୍ କହିଛି ଯେ ଯଦି ମହିଳାଙ୍କ ଉପରେ ପ୍ରତିବନ୍ଧକ ଲଗାଯିବା ଖବର ସତ ହୋଇଥାଏ, ତାହେଲେ […]

afghan

afghan

Ranjit Kumar Jena
  • Published: Thursday, 09 September 2021
  • Updated: 09 September 2021, 06:06 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ତା'ର ଅସଲ୍ ରୂପ ଦେଖାଇବା ଆରମ୍ଭ କରିଦେଇଛି। ତାଲିବାନ ସ୍ପଷ୍ଟ କରିଦେଇଛି ଯେ ଆଫଗାନିସ୍ତାନରେ ମହିଳାଙ୍କୁ କ୍ରିକେଟ୍ ସମେତ ଅନ୍ୟ କୌଣସି ଖେଳ ଖେଳିବାକୁ ଅନୁମତି ମିଳିବ ନାହିଁ। ତାଲିବାନ ଦ୍ୱାରା ମହିଳା କ୍ରିକେଟକୁ ବ୍ୟାନ୍ କରିବାର ପ୍ରଭାବ ଏବେ ପୁରୁଷ କ୍ରିକେଟ୍ ଟିମ୍ ଉପରେ ପଡ଼ିବାକୁ ଯାଉଛି। କ୍ରିକେଟ୍ ଅଷ୍ଟ୍ରେଲିଆ ରୋକଠୋକ୍ କହିଛି ଯେ ଯଦି ମହିଳାଙ୍କ ଉପରେ ପ୍ରତିବନ୍ଧକ ଲଗାଯିବା ଖବର ସତ ହୋଇଥାଏ, ତାହେଲେ ହୋବାର୍ଟରେ ହେବାକୁଥିବା ଟେଷ୍ଟ ମ୍ୟାଚକୁ ବାତିଲ୍ କରିଦିଆଯିବ।

କ୍ରିକେଟ୍ ଅଷ୍ଟ୍ରେଲିଆ ଆଫଗାନିସ୍ତାନର ମହିଳା କ୍ରିକେଟରଙ୍କୁ ସମର୍ଥନ କରିଛି। କ୍ରିକେଟ୍ ଅଷ୍ଟ୍ରେଲିଆର ଏକ ବିବୃତ୍ତିରେ କୁହାଯାଇଛି, କ୍ରିକେଟ୍ ଅଷ୍ଟ୍ରେଲିଆ ପାଇଁ ଗ୍ଲୋବାଲ ସ୍ତରରେ ମହିଳା କ୍ରିକେଟର ବିକାଶ ବହୁତ ଜରୁରୀ। ଆମ ଦୃଷ୍ଟିକୋଣରେ କ୍ରିକେଟ୍ ଖେଳ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପ୍ରତିଟି ସ୍ତରରେ ଉଭୟ ପୁରୁଷ ଓ ମହିଳା ବରାବର। ଯଦି ଆଫଗାନିସ୍ତାନରେ ମହିଳା କ୍ରିକେଟକୁ ସମର୍ଥନ କରାଯିବ ନାହିଁ ବୋଲି ମିଡିଆରେ ରିପୋର୍ଟରେ ଯାହା କୁହାଯାଉଛି, ତାହେଲେ ହୋବାର୍ଟରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ ମଧ୍ୟ କରାଯାଇପାରିବ ନାହିଁ।

https://twitter.com/CricketAus/status/1435784792679747587?s=20

କ୍ରିକେଟ୍ ଅଷ୍ଟ୍ରେଲିଆ ଆହୁରି କହିଛି, ଆମେ ଅଷ୍ଟ୍ରେଲିଆ ଓ ତାସମାନିଆ ସରକାରଙ୍କୁ ଧନ୍ୟବାଦ ଦେଉଛୁ ଯେ ସେମାନେ ଏଭଳି ଏକ ପ୍ରସଙ୍ଗରେ ଆମକୁ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ, ଆଫଗାନିସ୍ତାନ ପୁରୁଷ କ୍ରିକେଟ୍ ଟିମ୍ ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ହୋବାର୍ଟ ଅଷ୍ଟ୍ରେଲିଆ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ। ଏହି ମୁକାବିଲା ଗତ ବର୍ଷ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନା କାଳରେ ଲାଗୁ ହୋଇଥିବା ଯାତ୍ରା କଟକଣା କାରଣରୁ ଏହି ମ୍ୟାଚ୍ ହୋଇପାରିନଥିଲା। ଏହା ଅଷ୍ଟ୍ରେଲିଆରେ ଆଫଗାନିସ୍ତାନର ପ୍ରଥମ ମ୍ୟାଚ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story