ପୁଣି ବାପା ହେଲେ ଏହି ଅଲ୍‌ରାଉଣ୍ଡର କ୍ରିକେଟର୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଲ୍‌ରାଉଣ୍ଡର କ୍ରିକେଟର ଇରଫାନ୍‌ ପଠାନଙ୍କ ଘରକୁ ଆସିଲେ ନୂଆ ଅତିଥି। ପୁଣି ବାପା ହେଲେ ଇରଫାନ୍‌। ଏନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ଏହି ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି। ସେ ପୁଣିଥରେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ସେ ତାଙ୍କ ପୁଅର ନାଁ ସୁଲେମାନ ଖାନ୍‌ ରଖିଛନ୍ତି। ଭଭୟ ପୁଅ ଏବଂ ମା’ ସୁସ୍ଥ ଥିବା ନେଇ ଇର୍‌ଫାନ୍‌ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ପୂର୍ବରୁ […]

irfan-pathan

irfan-pathan

Madhupriya Mistry
  • Published: Tuesday, 28 December 2021
  • Updated: 28 December 2021, 02:55 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଲ୍‌ରାଉଣ୍ଡର କ୍ରିକେଟର ଇରଫାନ୍‌ ପଠାନଙ୍କ ଘରକୁ ଆସିଲେ ନୂଆ ଅତିଥି। ପୁଣି ବାପା ହେଲେ ଇରଫାନ୍‌। ଏନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ଏହି ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି। ସେ ପୁଣିଥରେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ସେ ତାଙ୍କ ପୁଅର ନାଁ ସୁଲେମାନ ଖାନ୍‌ ରଖିଛନ୍ତି। ଭଭୟ ପୁଅ ଏବଂ ମା' ସୁସ୍ଥ ଥିବା ନେଇ ଇର୍‌ଫାନ୍‌ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ପୂର୍ବରୁ ଇରଫାନ୍‌ଙ୍କ ଗୋଟିଏ ପୁଅ ଅଛି, ଯାହାର ନାଁ ଇମ୍ରାନ ଖାନ୍‌। ସେ ୨୦୧୬ରେ ମଡେଲ ସଫା ବେଗମଙ୍କ ସହ ବିବାହ କରିଥିଲେ। ତାଙ୍କ ବିବାହ ମକ୍କାରେ ହୋଇଥିଲା। ଏହି ବିବାହରେ କେବଳ ନିକଟ ସମ୍ପର୍କୀୟ ଓ ପରିବାର ଲୋକେ ହିଁ ଯୋଗ ଦେଇଥିଲେ। ଇର୍‌ଫାନ୍‌ଙ୍କ ସ୍ତ୍ରୀ ସଫାଙ୍କ ବାପା ସାଉଦି ଆବରର ଜଣେ ବିଜ୍‌ନେସମ୍ୟାନ୍‌ ଅଟନ୍ତି।

ଇରଫାନ୍‌ ଏବଂ ସଫା ପ୍ରଥମଥର ପାଇଁ ୨୦ ଡିସେମ୍ବର ୨୦୧୬ରେ ବାପା-ମା' ବନିଥିଲେ। ସେତେବେଳେ ମଧ୍ୟ ଇରଫାନ୍‌ ଟ୍ୱିଟ୍‌ କରି ନିଜ୍‌ ପ୍ରଶଂସକଙ୍କୁ ଗୁଡ୍‌ ନ୍ୟୁଜ୍‌ ଦେଇଥିଲେ।

ସୂଚନା ମୁତାବକ, ଇରଫାନ୍‌ ୨୦୦୭ରେ ଟି-୨୦ ବିଶ୍ୱକପ୍‌ ଜିତିଥିବା ଟିମ୍‌ ଇଣ୍ଡିଆର ସଦସ୍ୟ ରହିସାରିଛନ୍ତି। ସେହି ଟୁର୍ଣ୍ଣାମେଣ୍ଟରେ ଇର୍‌ଫାନ୍‌ଙ୍କ ଜବରଦସ୍ତ ବୋଲିଂ ସମସ୍ତଙ୍କ ହୋସ ଉଡାଇ ଦେଇଥିଲା। ସେ ପାକିସ୍ତାନ ବିରୋଧରେ ଫାଇନାଲ୍‌ ମ୍ୟାଚ୍‌ରେ ୧୬ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିଲେ। ଏଥିଯୋଗୁଁ ତାଙ୍କୁ ପ୍ଲେଅର ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା। ପୂରା ଟୁର୍ଣ୍ଣାମେଣ୍ଟରେ ସେ ୧୦ଟି ୱିକେଟ୍‌ ହାସଲ କରିଥିଲେ। ଇରଫାନ୍‌ ଭାରତ ପାଇଁ ୨୯ଟି ଟେଷ୍ଟ, ୧୨୦ଟି ୱାନ୍‌ ଡେ' ଏବଂ ୨୪ଟି ଟି-୨୦ ଖେଳିଛନ୍ତି। ଏଥିରେ ସେ ଅର୍ନ୍ତଜାତୀୟ କ୍ରିକେଟରେ ମୋଟ ୩୦୧ଟି ୱିକେଟ ନେଇଛନ୍ତି।

https://twitter.com/IrfanPathan/status/1475734936619401218?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story