ଆରସିବି ବିପକ୍ଷରେ ଟସ୍‌ ଜିତିଲେ ଧୋନି

ପୁଣେ: ଚଳିତ ଆଇପିଏଲର ୪୯ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଓ ଚେନ୍ନାଇ ସୁପର କିଙ୍ଗସ। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଫାଫ ଡୁପ୍ଲେସିସଙ୍କ ଆରସିବି ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚଟି ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆରସିବି ଲଗାତର ୩ଟି ମ୍ୟାଚ୍‌ ହାରିଥିବା ବେଳେ ଚେନ୍ନାଇ ଗତ ମ୍ୟାଚ୍‌ରେ ହାଇଦ୍ରାବାଦକୁ ହରାଇଛି। ଅଧାରୁ […]

Toss

Toss

Hemant Lenka
  • Published: Wednesday, 04 May 2022
  • Updated: 04 May 2022, 07:10 PM IST

Sports

Latest News

ପୁଣେ: ଚଳିତ ଆଇପିଏଲର ୪୯ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଓ ଚେନ୍ନାଇ ସୁପର କିଙ୍ଗସ। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଫାଫ ଡୁପ୍ଲେସିସଙ୍କ ଆରସିବି ପ୍ରଥମେ ବ୍ୟାଟିଂ କରିବ।

ଏହି ମ୍ୟାଚଟି ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆରସିବି ଲଗାତର ୩ଟି ମ୍ୟାଚ୍‌ ହାରିଥିବା ବେଳେ ଚେନ୍ନାଇ ଗତ ମ୍ୟାଚ୍‌ରେ ହାଇଦ୍ରାବାଦକୁ ହରାଇଛି। ଅଧାରୁ କ୍ୟାପ୍ଟେନ ବଦଳାଇଥିବା ଚେନ୍ନାଇର ନେତୃତ୍ୱ ପୁଣିଥରେ ମହେନ୍ଦ୍ର ସିଂହ ଧୋନି ନେଉଛନ୍ତି। ହାଇଦ୍ରାବାଦ ବିପକ୍ଷରେ ସେ କମାଣ ସମ୍ଭାଳିବା ଆରମ୍ଭ କରିଛନ୍ତି। ଏହି ମ୍ୟାଚ୍‌ରେ ଚେନ୍ନାଇ ମଧ୍ୟ ଜିତିଥିଲା।

ତଥାପି ଚେନ୍ନାଇ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି। ଦଳ ଏଯାଏ ୯ଟି ମ୍ୟାଚ୍‌ ଖେଳିଥିବା ବେଳେ ୩ଟିରେ ଜିତିବାକୁ ସକ୍ଷମ ହୋଇଛି। ତେଣୁ ପ୍ଲେ ଅଫ ଦୌଡ଼ରେ ରହିବାକୁ ହେଲେ ଚେନ୍ନାଇକୁ ତା’ର ବଳକା ମ୍ୟାଚ୍‌ ଗୁଡ଼ିକ ଯେମିତି ହେଲେ ଜିତିବାକୁ ପଡ଼ିବ।

ଆରସିବି ମଧ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ହେଲେ କ୍ରମାଗତ ଭାବେ ମ୍ୟାଚ୍‌ ହାରିବା ଦଳର ଚିନ୍ତାକୁ ବଢ଼ାଇ ଦେଇଛି। ଆରସିବି ଏଯାଏ ୧୦ଟି ମ୍ୟାଚ୍‌ ଖେଳିଥିବା ବେଳେ ୫ଟିରେ ଜିତିଛି ଓ ୫ଟିରେ ହାରିଛି। ତେଣୁ ଆଜିର ମ୍ୟାଚ୍ ଆରସିବି ପାଇଁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଆରସିବି ଓ ଚେନ୍ନାଇ ମୁହାଁମୁହିଁ ହେଉଛନ୍ତି। ପ୍ରଥମ ମୁକାବିଲାରେ ଚେନ୍ନାଇ ବାଜିମାତ କରିଥିଲା। ତେଣୁ ଆରସିବି ପାଖରେ ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି।

ଆଜିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ମିଚେଲ ସାଣ୍ଟନରଙ୍କ ବଦଳରେ ମୋଇନ ଅଲୀଙ୍କୁ ଆଜି ସୁଯୋଗ ମିଳିଛି। ପୂର୍ବମ୍ୟାଚ୍‌ ଭଳି ଡ୍ୱେନ ବ୍ରାଭୋ ଆଜି ମଧ୍ୟ ଖେଳୁ ନାହାନ୍ତି।

ଆରସିବି ହ୍ୟାଟ୍ରିକ ପରାଜୟ ସତ୍ତ୍ୱେ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଗତ ମ୍ୟାଚ୍‌ରେ ଦୀନେଶ କାର୍ତ୍ତିକ ଆହତ ହୋଇଥିବାରୁ କିପିଂ କରି ନଥିଲେ। କିନ୍ତୁ ଆଜି ସେ ଫିଟ ହୋଇ ଚୂଡ଼ାନ୍ତ ଏକାଦଶରେ ନିଜର ସ୍ଥାନ ସୁରକ୍ଷିତ କରିପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story